Below header
Browsing Tag

rakhi sawant crying

ରାକ୍ଷୀ ସାଓ୍ଵନ୍ତଙ୍କ ମା’ଙ୍କୁ ବ୍ରେନ୍ ଟ୍ୟୁମର; କାନ୍ଦି କାନ୍ଦି ଫ୍ୟାନ୍ସଙ୍କୁ କଲେ ଅପିଲ୍…ମୋ ମା’ ପାଇଁ ପ୍ରାର୍ଥନା…

ବଲିଉଡର ଡ୍ରାମା କ୍ୱିନ ରାକ୍ଷୀ ସାୱନ୍ତ ଆଜିକାଲି ବିଗ୍‌ ବସ୍‌ ମରାଠୀରେ ନଜର ଆସୁଥିଲେ। ଯଦିଓ ଏବେ ରାକ୍ଷୀ ବିଗ୍ ବସ୍ ଘରୁ ବାହାରି ଆସିଛନ୍ତି ଏବଂ ବାହାରକୁ ଆସିବା ମାତ୍ରେ ହିଁ ତାଙ୍କୁ ଏକ ଖରାପ ଖବର ଶୁଣିବାକୁ ମିଳିଛି, ଯାହାକୁ ବର୍ତ୍ତମାନ ସେ ନିଜ ଫ୍ୟାନ୍‌ମାନଙ୍କ ସହିତ ସେୟାର…

ବିବାହକୁ ନେଇ ସ୍ୱାମୀଙ୍କୁ କିଛି ଏମିତି କହିଲେ ରାକ୍ଷୀ ସାୱନ୍ତ, ଜାଣନ୍ତୁ

ବଲିଉଡ଼ର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ଏବେ କିଛିଦିନ ପୂର୍ବରୁ ସେ ପୁଣି ଚର୍ଚ୍ଚାରେ ରହିଛନ୍ତି । ଏଥରର ଚର୍ଚ୍ଚା ରହିଛି ତାଙ୍କ ବିବାହକୁ ନେଇ । ଯେବେଠୁ ରାକ୍ଷୀଙ୍କ ବିବାହ ହୋଇଛି ସେବେଠୁ ସେ ମିଡିଆର ଫୋକସ୍‌ରେ ଅଛନ୍ତି । ସ୍ୱାମୀ ରିତେଶଙ୍କୁ ନେଇ ସେ…

ଲକଡାଉନରେ କାନ୍ଦି କାନ୍ଦି ବେହାଲ ହେଲେ ରାକ୍ଷୀ ସାଓ୍ଵନ୍ତ, ଜାଣନ୍ତୁ ହଠାତ୍‌ ଏମିତି କଣ ହେଲା

ଚର୍ଚ୍ଚିତ ଏବଂ ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ ନିଜର ଫିଲ୍ମ କ୍ୟାରିୟରରେ ବହୁତ ବଡ ବଡ କଳାକାରଙ୍କ ସହିତ କାମ କରିଛନ୍ତି। ଏହି କାରଣରୁ ସମସ୍ତ ସେଲିବ୍ରିଟୀ ତାଙ୍କ ନିଧନରେ ବହୁତ ଦୁଃଖୀ ହୋଇଛନ୍ତି। କଳାକାର ତାଙ୍କ ସହିତ ପୁରୁଣା ଭିଡିଓ ସେୟାର କରି ତାଙ୍କୁ ମନେ ପକାଉଛନ୍ତି। ତେବେ…