ଲକଡାଉନରେ କାନ୍ଦି କାନ୍ଦି ବେହାଲ ହେଲେ ରାକ୍ଷୀ ସାଓ୍ଵନ୍ତ, ଜାଣନ୍ତୁ ହଠାତ୍‌ ଏମିତି କଣ ହେଲା

ଚର୍ଚ୍ଚିତ ଏବଂ ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ ନିଜର ଫିଲ୍ମ କ୍ୟାରିୟରରେ ବହୁତ ବଡ ବଡ କଳାକାରଙ୍କ ସହିତ କାମ କରିଛନ୍ତି। ଏହି କାରଣରୁ ସମସ୍ତ ସେଲିବ୍ରିଟୀ ତାଙ୍କ ନିଧନରେ ବହୁତ ଦୁଃଖୀ ହୋଇଛନ୍ତି। କଳାକାର ତାଙ୍କ ସହିତ ପୁରୁଣା ଭିଡିଓ ସେୟାର କରି ତାଙ୍କୁ ମନେ ପକାଉଛନ୍ତି।

rakhiତେବେ ଡ୍ରାମା କ୍ୱିନ ରାକ୍ଷୀ ସାଓ୍ଵନ୍ତ ମଧ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କାନ୍ଦି କାନ୍ଦି ବେହାଲ ହେଉଥିବା ଦେଖାଯାଉଛି। ଭିଡିଓରେ ରାକ୍ଷୀ ସାଓ୍ଵନ୍ତ କୋରିଓଗ୍ରାଫର ସରୋଜ ଖାନଙ୍କ ନିଧନରେ ବହୁତ ଦୁଃଖୀ ଥିବା ନଜର ଆସୁଛନ୍ତି।

 

View this post on Instagram

 

We missing u Rip 🙏🙏🙏🙏🙏🙏🙏🙏🙏😭😭😭😭😭😭😭😭😭😭

A post shared by Rakhi Sawant (@rakhisawant2511) on


ରାକ୍ଷୀ ଏହି ଭିଡିଓରେ ସରୋଜ ଖାନଙ୍କୁ ଗୁରୁମା କହି ସମ୍ବୋଧୁତ କରୁଛନ୍ତି। ଭିଡିଓରେ ଏହା ମଧ୍ୟ କହୁଛନ୍ତି ଯେ ତାଙ୍କୁ ସେ ଶେଷ ଦର୍ଶନ କରାପାରିଲେନାହିଁ। କାହିଁକିନା ସେ ଲକଡାଉନ ପାଇଁ ବାହାରକୁ ଯାଇପାରୁନାହାନ୍ତି। ତାଙ୍କୁ ଶେଷ ଦର୍ଶନ ନ କରିଥିବାରୁ ବହୁତ ଦୁଃଖି ଥିବା କହିଛନ୍ତି ସେ। ରାକ୍ଷୀ ସାଓ୍ଵନ୍ତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.