ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ, ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ୬ ଫୁଟ ଉଚ୍ଚ କଡେଇରେ ପ୍ରସ୍ତୁତ ହେବ ୭…
ପାଖେଇ ଆସୁଛି ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା। ବଢିବାରେ ଲାଗିଛି ଆୟୋଜନ। ଜାନୁଆରୀ ୨୯ରୁ ୩୧ ତାରିଖ ମଧ୍ୟରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସ୍ତୁତ ହେବ ରାମ ହାଲୱା। ହାଲୱା ପ୍ରସ୍ତୁତି ପାଇଁ ନିର୍ମିତ ହୋଇଛି ସାଢେ ୬ ଫୁଟ ଉଚ୍ଚତାର ୧୮ ଶହ କିଲୋଗ୍ରାମ ଓଜନର ହନୁମାନ କଡେଇ। ନାଗପୁରରେ…