Browsing Tag

rape case in odisha

ନବରଙ୍ଗପୁରରେ ଲଜ୍ଜା: ଚାଷ କାମ ସାରି ଘରକୁ ଫେରିବା ବାଟରେ ମା’କୁ ଆକ୍ରମଣ କରି ନାବାଳିକା ଝିଅ ସହ ଦୁଷ୍କର୍ମ !

ନବରଙ୍ଗପୁର(କେନ୍ଯୁଜ୍): ନବରଙ୍ଗପୁରରେ ଲଜ୍ଜା । ମା’କୁ ଆକ୍ରମଣ କରି ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ । ଚାଷ କାମ ସାରି ଉଭୟ ମା’ ଏବଂ ଝିଅ ଘରକୁ ଫେରୁଥିବା ବେଳେ ମା'କୁ ଆକ୍ରମଣ କରି ନାବାଳିକା ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଗୁରୁତର ଅବସ୍ଥାରେ ମାଆକୁ ପ୍ରଥମେ ତେନ୍ତୁଳିଖୁଣ୍ଟି ପରେ…

ଆଳି ବନ୍ଧସାହିରେ ଲଜ୍ଜା: ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୮୭ବର୍ଷର ବୃଦ୍ଧ ଗିରଫ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୂଇଁପୁର, ବନ୍ଧସାହି ଗ୍ରାମର ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଆଜି ସକାଳୁ ସେହି ଗ୍ରାମର ଜନୈକ ୮୭ ବର୍ଷର ବୃଦ୍ଧ ଗିରଫ ହେବା ପରେ, ଘଟଣା ସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଭୂଇଁପୁର, ବନ୍ଧସାହି ଗ୍ରାମର ମହିଳା ସିପାନୀ ନାଥ(ଛଦ୍ମନାମ)…

ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଆସିଲା ଦୁଷ୍କର୍ମ ଘଟଣା: କରଞ୍ଜିଆରେ ଦିବ୍ଯାଙ୍ଗ ଯୁବତୀ ଓ ଅସ୍ତରଙ୍ଗରେ ଅଢେଇ ବର୍ଷର ଶଶୁ…

କରଞ୍ଜିଆ/କାକଟପୁର : ପବିତ୍ର ସମ୍ପର୍କରେ ପାପର ଛିଟା । ନିଜ ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲା ଦାଦା । ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଦିବ୍ଯାଙ୍ଗ ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଥିଲା ରାକ୍ଷାସ ଦାଦା । ଯାହାଫଳରେ ସେ ସାତ ମାସର ଗର୍ଭବତୀ ହୋଇଥିବା…

ବର୍ଷକ ତଳେ ଅପହରଣ ହୋଇଥିବା ନାବାଳିକା ଯାଜପୁରରୁ ଉଦ୍ଧାର, ବର୍ତ୍ତମାନ ୩ମାସର ଗର୍ଭବତୀ

ଭୁବନେଶ୍ବର: ପୁଣି ଲଜ୍ଜା । ବର୍ଷକ ତଳେ ଉତ୍ତରା ଫାଣ୍ଡି ଅଞ୍ଚଳରୁ ଅପହରଣ କରାଯାଇଥିବା ନାବାଳିକା ଯାଜପୁର ମଙ୍ଗରାଜପୁର ଥାନା ଅଧୀନ ପକଟପୁର ଗ୍ରାମକୁ ଉଦ୍ଧାର । ଗତକାଲି ପୋଲିସ୍ ଉକ୍ତ ଗ୍ରାମରେ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି। ଦୁଃଖର କଥା ନାବାଳିକା ଜଣଙ୍କ ବର୍ତ୍ତମାନ ୩ ମାସର…