Browsing Tag

ratha yatra

ଶେଷ ପର୍ୟ୍ୟାୟରେ ପହଞ୍ଚିଛି ତିନି ରଥ ନିର୍ମାଣ : ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ସଜବାଜ

ପୁରୀ : ଘୋଷଯାତ୍ରା ପୂର୍ବରୁ ଶ୍ରୀକ୍ଷେତ୍ରରେ ତିନି ରଥର ନିର୍ମାଣ କାର୍ୟ୍ୟ ମଧ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏବେ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା ମହରଣା, ଚିତ୍ରକର, ରୂପକାର ଓ ଦରଜି ସେବାୟତ। ରଥର ସିଂହାସନ କାମ ଶେଷ ହୋଇଥିବା ବେଳେ ହଂସପଟା ଓ ଠେକରା ବାଡିଆ କାମ ଚାଲିଛି।…

ରଥଯାତ୍ରା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା : ନିୟୋଜିତ ହେବେ ୧୪୦ ପ୍ଲାଟୁନ ଆର୍ମଡ୍‌ ପୋଲିସ ଫୋର୍ସ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ନିୟୋଜିତ ହେବେ ୧୪୦ ପ୍ଲାଟୁନ ଆର୍ମଡ୍‌ ପୋଲିସ ଫୋର୍ସ । ୨ ୟୁନିଟ୍‌ ରାପିଡ୍‌ ଆକ୍ସନ ଫୋର୍ସ, ୨ୟୁନିଟ୍‌ ଏସଟିଏଫ୍‌, ୨ୟୁନିଟ୍‌ ଏସଟିୟୁ, ଏନଡିଆରଏଫ୍‌ ଓ ଓଡ୍ରାଫ୍‌ ର ଗୋଟିଏ ଲେଖାଏଁ ୟୁନିଟ୍‌ ମୁତୟନ କରାଯିବ । ଏକ…