Browsing Tag

RAW PAPAYA

ହାଡରେ ଜମା ହୋଇଥିବା ୟୁରିକ୍ ଏସିଡ୍‌କୁ ନିୟନ୍ତ୍ରଣ କରେ କଞ୍ଚା ଅମୃତଭଣ୍ଡା, ଜାଣନ୍ତୁ କିପରି ଖାଇବେ ?

ୟୁରିକ୍ ଏସିଡ୍ ହେଉଛି ଏକ ଏପରି ୱେଷ୍ଟ ପଦାର୍ଥ ଯାହା ଆମ ସମସ୍ତ ଶରୀରରେ ମିଳିଥାଏ । ତେବେ କିଡନୀ ୟୁରିକ୍ ଏସିଡ୍‌କୁ ଫିଲ୍ଟର୍ କରି ଶରୀରରୁ ବାହାର କରିଥାଏ । କିନ୍ତୁ ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍‌ର ପରିମାଣ ବଢିବାକୁ ଲାଗେ, ସେତେବେଳେ କିଡନୀ ୟୁରିକ୍ ଏସିଡ୍‌କୁ ଫିଲ୍ଟର୍ କରିବାରେ…

ଆଜି ବନାନ୍ତୁ ଅମୃତଭଣ୍ଡା ଚଟଣୀ, କମ୍‌ ସମୟରେ ହେବ ପ୍ରସ୍ତୁତ

ଆପଣ ଅମୃତଭଣ୍ଡା ନିଶ୍ଚିତ ଖାଇଥିବେ। ଏହାକୁ ଡାଲମା, ସନ୍ତୁଳା କିମ୍ବା ଭାଜି ଆମେ ଘରେ ଖାଇଥାଉ। ଅନେକ ଘରେ ଏହାକୁ ପିଲାମାନେ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେବେ ଅମୃତଭଣ୍ଡାକୁ କଞ୍ଚା କିମ୍ବା ପାଚିଲା ମଧ୍ୟ ଖିଆଯାଏ । ଅମୃତଭଣ୍ଡାରେ ଥିବା ଭିଟାମିନ ଏବଂ ମିନେରାଲ୍ସ ସ୍ୱାସ୍ଥ୍ୟ ପାଇଁ…

କଞ୍ଚା ଅମୃତଭଣ୍ଡା ବି ଦେଇଥାଏ ସ୍ୱାସ୍ଥ୍ୟକୁ ୧୦ଟି ଫାଇଦା…ଜାଣନ୍ତୁ ଏବଂ ନିଶ୍ଚୟ ସେବନ କରନ୍ତୁ

ପାଚିଲା ଅମୃତଭଣ୍ଡା ଯେଭଳି ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ, ସେହିପରି କଞ୍ଚା ଅମୃତଭଣ୍ଡା ମଧ୍ୟ ଅନେକ ସ୍ୱାସ୍ଥ୍ୟ ଲାଭ ଦେଇଥାଏ। କଞ୍ଚା ଅମୃତଭଣ୍ଡା ପେଟ ରୋଗକୁ ଠିକ୍‌ କରିଥାଏ। ଗଣ୍ଠି ସମସ୍ୟା ଥିଲେ କଞ୍ଚା ଅମୃତଭଣ୍ଡା ସେବନ କରାଯାଇ ପାରିବ। ଓଜନ କମ୍‌ କରିବାରେ ବି ଏହା ଲାଭଦାୟକ…

ଜାଣନ୍ତୁ, କଞ୍ଚା ଅମୃତଭଣ୍ଡାର ଫାଇଦା !

ଏମିତିରେ ସବୁ ଫଳ ଶରୀର ପାଇଁ ହିତକର ହୋଇଥାଏ । ଅମୃତଭଣ୍ଡା ଏକ ସ୍ବାଦିଷ୍ଟ ଫଳ ହୋଇଥାଏ ଏବଂ ଏହା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଯଦି ଆପଣ ପ୍ରତ୍ୟେକ ଦିନ ଅମୃତଭଣ୍ଡାର ସେବନ କରୁଛନ୍ତି ତ, ଏହା ଆପଣଙ୍କର ଶରୀରସହ ଜଡିତ ଅନେକ ସମସ୍ୟରୁ ମୁକ୍ତି ପାଇପାରିବେ ଏବଂ କ୍ୟାନସର୍ ଭଳି…