ବଜ୍ରପାତ ସହ ଭୀଷଣ ବର୍ଷା ନେଇ ରାଜଧାନୀକୁ ରେଡ୍ ଆଲର୍ଟ, ଆଗାମୀ ୨ଘଣ୍ଟା ଯାଏଁ ସତର୍କ ରହିବାକୁ ପରାମର୍ଶ
ଭୁବନେଶ୍ୱର : ରାଜଧାନୀକୁ ରେଡ୍ ଆଲର୍ଟ । ବଜ୍ରପାତ ସହ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ । ଆଗାମୀ ୨ଘଣ୍ଟା ଯାଏଁ ସତର୍କ ରହିବାକୁ ପରାମର୍ଶ । ଗତ ଦୁଇ ଘଣ୍ଟା ଧରି ଭୁବନେଶ୍ବରରେ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଛି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ପ୍ରବଳ ବର୍ଷା ଯୋଗୁଁ…