Below header
Browsing Tag

red banana

ମଧୁମେହ ରୋଗୀ ନିୟମିତ ଖାଆନ୍ତୁ ଲାଲ୍ କଦଳୀ, ଶରୀରକୁ ମିଳିବ ଏହି ସବୁ ଫାଇଦା

ସାଧାରଣତଃ ଆପଣ ବାହାରେ ହଳଦିଆ ରଙ୍ଗର କଦଳୀ ଖାଇଥିବେ। କିନ୍ତୁ କେବେ ଲାଲ୍ କଦଳୀ ଖାଇଛନ୍ତି ଯାହାକୁ ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଇଛି। ଏହି କଦଳୀକୁ ନିୟମିତ ଖାଇବା ଦ୍ୱାରା କେବଳ ଶକ୍ତି ବୃଦ୍ଧି ହୁଏ ନାହିଁ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହୁଏ। ବିଶ୍ୱର ସବୁଠାରୁ…