Browsing Tag

red fort

ଲାଲକିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ, ଖଲିସ୍ତାନୀ ଗ୍ରୁପ ନାମରେ ଆସିଲା ଧମକପୂର୍ଣ୍ଣ ଇମେଲ

ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି । ଲାଲକିଲ୍ଲା ଏବଂ ଦିଲ୍ଲୀ ସଚିବାଳୟ ପରିସର ଭିତରେ ସନ୍ଧାନ କରାଯାଉଛି । ଖଲିସ୍ତାନୀ ଗ୍ରୁପ ନାମରେ ଧମକପୂର୍ଣ୍ଣ ମେଲ୍ ଆସିଛି । ଧମକ ମିଳିବା ପରେ…

ଲାଲକିଲ୍ଲା ବିସ୍ଫୋରଣ ପଛରେ ଜୈଶ-ଏ-ମହମ୍ମଦର ହାତ, ଜାତିସଂଘ ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ : ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣର ଯାଞ୍ଚରେ ଏକ ବଡ଼ ଖୁଲାସା ହୋଇଛି । ୩୭ତମ ଜାତିସଂଘ ରିପୋର୍ଟରେ ଦିଲ୍ଲୀ ଲାଲକିଲ୍ଲା ଆକ୍ରମଣରେ ଜୈଶ-ଏ-ମହମ୍ମଦର ହାତ ଥିବା ସୂଚନା ମିଳିଛି । ଗତ ବର୍ଷ ନଭେମ୍ବର ୧୦ ତାରିଖରେ ଏହି ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ।…

୧ କୋଟି ଟଙ୍କାର କଳସ ଚୋରି ହେବା ଘଟଣାରେ ଗିରଫ ହେଲା ଚୋର

୧ କୋଟି ଟଙ୍କାର କଳସ ଚୋରି ହେବା ଘଟଣାରେ ଗିରଫ ହେଲା ଚୋର । କଳସ ସହ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସିସିଟିଭି ଫୁଟେଜ୍ ଆଧାରରେ ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରୁ ଚୋରକୁ ଗିରଫ କରିବାରେ ସଫଳ ହୋଇଛି । ପଚରାଉଚରା ସମୟରେ ଅଭିଯୁକ୍ତ ପ୍ରକାଶ କରିଛି ଯେ ଗୋଟିଏ ନୁହେଁ ବରଂ…

ଲାଲକିଲ୍ଲା ପରିସରରୁ ସୁନା, ହୀରା ଲାଗିଥିବା ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କଳସ ଚୋରି, ଧାର୍ମିକ କାର୍ଯ୍ୟକ୍ରମରେ…

ନୂଆଦିଲ୍ଲୀ : ଲାଲକିଲ୍ଲା ପରିସରରୁ ଏକ କୋଟି ଟଙ୍କାର କଳସ ଚୋରି ହୋଇଛି । ଲାଲକିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲିଥିବା ବେଳେ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହି କଳସ ଚୋରି ହୋଇଥିବା ଜଣାପଡିଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ତେବେ ମାମଲାରେ ବିଏନଏସ ୨୦୨୩, ୩୦୩(୨)…

ସ୍ବାଧୀନତା ଦିବସ ଉତ୍ସବକୁ କାହିକିଁ ଯାଇନଥିଲେ ରାହୁଲ୍ ଓ ଖଡଗେ,ବିଭିନ୍ନ ମହଲରେ ଚର୍ଚ୍ଚା

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିଥିଲେ । କିନ୍ତୁ ଆଜି ଲାଲ କିଲ୍ଲାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର କୌଣସି ବଡ଼ ନେତା ସେଠାରେ ଉପସ୍ଥିତ ନଥିଲେ ।  ଏହା ପ୍ରଥମ ଥର ଯେ ଲୋକସଭା ଏବଂ ରାଜ୍ୟସଭାର ବିରୋଧୀ ନେତାମାନେ ସ୍ୱାଧୀନତା ଦିବସରେ ଆୟୋଜିତ…

୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଶ ପାଳୁଛି ୭୯ତମ ସ୍ୱାଧୀନତା ଦିବସ । ଏଥିପାଇଁ ଦିଲ୍ଲୀ ଲାଲକିଲ୍ଲାରେ ଭବ୍ୟ ଉତ୍ସବ ଆୟୋଜନ କରାଯାଇଛି । ଅତିଥିମାନଙ୍କ ଆଗମନ ଓ ସେମାନଙ୍କୁ ସ୍ୱାଗତ କରାଯିବା ପରେ ସକାଳ ୭ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ପରେ…

ଯମୁନା ନଦୀ କୂଳରେ କାହିଁକି ଗଢ଼ା ଯାଇଥିଲା ଲାଲ କୀଲ୍ଲା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦେଶର ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଲାଲ କୀଲ୍ଲା ଦେଶର ଅନେକ ମହତ୍ତ୍ୱପୂର୍ଣ୍ଣ ଦୁର୍ଗ ମଧ୍ୟରୁ ଅନ୍ୟତମ । ସୁନ୍ଦର ଲାଲ କୀଲ୍ଳା ମୋଗଲ ସମୟର ପ୍ରସିଦ୍ଧ ବାସ୍ତୁକାର ଅହମ୍ମଦ ଲାହୋରିଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିଲା । କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ଲାଲ୍ କୀଲ୍ଳାର ଅନେକ ଅଂଶ ଚୂନ…

ଲାଲକିଲ୍ଲା ଆକ୍ରମଣର ଦୋଷୀଙ୍କୁ ଜଲ୍‌ଦି ଫାଶୀ! ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ କହିଲା ତିହାର ଜେଲ୍‌

ଲାଲକିଲ୍ଲା ଆକ୍ରମଣ ମାମଲାର ଦୋଷୀ ମହମ୍ମଦ ଆରିଫ୍‌ଙ୍କୁ ଫାଶୀ ହୋଇପାରେ। ଏଥିପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ତିହାର ଜେଲ୍‌ ପ୍ରଶାସନ କହିଛି। ଜେଲ୍‌ ପ୍ରଶାସନ କୋର୍ଟଙ୍କୁ ଚିଠି ଲେଖିଛି। ବର୍ଷ ୨୦୦୦ରେ ମହମ୍ମଦ ଆରିଫ୍‌ ଲାଲଜିଲ୍ଲା ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୨ ଜଣ ଯବାନ…

ଲାଲକିଲ୍ଲା ଆକ୍ରମଣ ମାମଲାର ଦୋଷୀ ଅଶଫାକକୁ ଫାଶୀ ଦଣ୍ଡାଦେଶ କାଏମ, ପୁନଃବିଚାର ଯାଚିକାକୁ ଖାରଜ କଲେ ସୁପ୍ରିମକୋର୍ଟ

ଲାଲକିଲ୍ଲା ଆକ୍ରମଣ ମାମଲାରେ ଦୋଷୀ ହୋଇଥିବା ମୋହମ୍ମଦ ଆରିଫ ଓରଫ ଅଶଫାକ୍‌ଙ୍କୁ ଫାଶୀ ଦଣ୍ଡାଦେଶ କାଏମ ରଖିଛନ୍ତି ସୁପ୍ରିମ କୋର୍ଟ। କୋର୍ଟ ପୁନଃବିଚାର ଯାଚିକାକୁ ଖାରଜ କରିଛନ୍ତି। ଲସ୍କର-ଏ-ତୋଏବା ଆତଙ୍କବାଦୀ ଏବଂ ପାକିସ୍ତାନୀ ନାଗରିକ ଆରିଫଙ୍କୁ ୨୦୧୧ରେ ସୁପ୍ରିମ କୋର୍ଟ ଫାଶୀ ଦଣ୍ଡାଦେଶ…

ଲାଲକିଲ୍ଲାକୁ କବ୍ଜା କଲେ ଚାଷୀ, ଆଇନ ଭାଙ୍ଗି ଉଡାଇଲେ ସଂଗଠନର ପତାକା

ନୂଆଦିଲ୍ଲୀ: ଲାଲକିଲ୍ଲାରେ ଚଢିଗଲେ ଚାଷୀ । ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ସଂଗଠନର ପତାକା । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଲାଲକିଲ୍ଲାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେପଟେ ବ୍ୟାରିକେଡ୍‌ ଭାଙ୍ଗି ଧଶେଇ ପଶିଛନ୍ତି…

ଅଗଷ୍ଟ ୧୫କୁ ହୋଇପାରେ ‘ଲାଲ୍‌ କିଲ୍ଲା’ ଉପରେ ଆତଙ୍କବାଦୀ ଆକ୍ରମଣ, ଆଲର୍ଟ ଜାରି

ଦେଶରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଆଗେଇ ଚାଲିଛି। ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ। ତେବେ ଏହିଦିନ ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି…

ଲାଲ୍ କିଲା ସାମ୍ନାରେ ଧଳାକୁର୍ତ୍ତାରେ ସଲମାନ୍ , ଭାଇରାଲ୍ ହେଉଛି ସାଇକେଲ୍ ଚଲାଉଥିବା ଭିଡିଓ

ନିଜର ଆଗାମୀ ଫିଲ୍ମ ଦବଙ୍ଗ ୩ ର ସୁଟିଂ ରେ ବ୍ୟସ୍ତ ଭାଇଜାନ୍ । ତେବେ ଏହା ମଧ୍ୟରେ ସଲମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଧଳା କୁର୍ତ୍ତା ପିନ୍ଧି ଲାଲ୍ କିଲା ସାମ୍ନାରେ ସାଇକେଲ୍ ଚଲାଉଛନ୍ତି ସଲମାନ୍ । ଏହା ସହ ସଲମାନଙ୍କ ଆଖପାଖରେ ସିକ୍ୟୁରିଟି ଗାର୍ଡ ମଧ୍ୟ…