ବ୍ରେକଅପ୍ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା
ମେଣ୍ଟାଲ ହେଲଥ୍ ଏବଂ ଇମୋସନ୍ ପାଇଁ ବ୍ରେକଅପ୍ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ବୋଲି କୁହାଯାଏ । କିନ୍ତୁ ଏହି ପରିସ୍ଥିତିକୁ ଭଲ ଭାବେ ଡିଲ୍ କରିବାକୁ ପଡ଼ିଥାଏ । ଯେତେବେଳେ ମଣିଷ ନିଜ ପାର୍ଟନର ଠାରୁ ଅଲଗା ହୁଏ ସେତେବେଳେ ମଣିଷ ସମ୍ପୂର୍ଣ୍ଣ…