Browsing Tag

relationship

ରାଶି ହିସାବରେ ଜାଣନ୍ତୁ କେମିତିକା ଝିଅ ହୋଇଥାନ୍ତି ବହୁତ ଭଲ ଗାର୍ଲଫ୍ରେଣ୍ଡ

ସମସ୍ତେ ଚାହାଁନ୍ତି ତାଙ୍କ ପ୍ରେମିକା ତାଙ୍କ ପ୍ରତି ବିଶ୍ୱସ୍ଥ ରୁହନ୍ତୁ ଏବଂ ତାଙ୍କ ସହିତ ଭଲ ବ୍ୟବହାର କରନ୍ତୁ, ସମ୍ମାନ ଦିଅନ୍ତୁ। କୌଣସି ବି ସମ୍ପର୍କ ପାଇଁ ଏହା ବହୁତ ଜରୁରୀ ହୋଇଥାଏ ଯେ ଆପଣଙ୍କ ପାର୍ଟନର ଆପଣଙ୍କ ଭାବନାକୁ ବୁଝନ୍ତୁ ଏବଂ ଆପଣଙ୍କ ଭଲ ପାଇବାକୁ ଅନୁଭବ କରନ୍ତୁ। ଯଦି ଆପଣ…

ଟ୍ରେଣ୍ଡ ହିସାବରେ ନିଜକୁ ବଦଳାନ୍ତୁ, ଏହି ୫ଟି କଥାକୁ ନଜରରେ ରଖି ଝିଅଙ୍କୁ କରନ୍ତୁ ଇମ୍ପ୍ରେସ୍‌

କେବଳ ପଇସା ନୁହେଁ, ପୁଅମାନଙ୍କ ପାଖରେ ଏମିତି କିଛି ଗୁଣ ରହିଥାଏ, ଯାହା ପ୍ରତି ଝିଅମାନେ ଆକର୍ଷିତ ହୋଇଥାଆନ୍ତି। ଯେପରି, ସେମାନଙ୍କ କଥାବାର୍ତ୍ତା, ହାବଭାବ, ଷ୍ଟାଇଲ ଆଦି। ଆଜି ଆମେ ଆପଣଙ୍କୁ ଏ ବିଷୟରେ ୫ଟି କଥା କହିବାକୁ ଯାଉଛୁ। ଆସନ୍ତୁ ଜାଣିବା। ୧. ଯେଉଁ ପୁଅମାନଙ୍କର…

ସବୁ ପ୍ରେମୀ କରନ୍ତୁ ଏହି କାମ, କେବେବି ହେବେନି ଦୂର ପ୍ରେମିକା

ପ୍ରେମରେ ପଡିବା ତ ସହଜ କିନ୍ତୁ ସେହି ପ୍ରେମର ସମ୍ପର୍କକୁ ଆଗକୁ ନେବା ପାଇଁ ବହୁତ କଷ୍ଟସାଧ୍ୟ ହୋଇଥାଏ। ଯଦି ଆପଣ ମଧ୍ୟ ରିଲେସନସିପରେ ଅଛନ୍ତି ତେବେ କିଛି ନିୟମ ରହିଛି ଯାହାକୁ ଆପଣ ନିଶ୍ଚିତ ଜାଣିବା ଆବଶ୍ୟକ । ଯଦି ଆପଣ ରିଲେସନସିପରେ ଅଛନ୍ତି ତେବେ କେବେବି ପ୍ରେମିକାଙ୍କ ଭରଷା…

ପୁରୁଷଙ୍କ ତୁଳନାରେ ମହିଳାଙ୍କ sexual health ବହୁତ ଦୁର୍ବଳ, ଜାଣନ୍ତୁ କ’ଣ ହୋଇପାରେ କାରଣ

ଯଦି ଆପଣ ଭାବୁଥିବେ, ସନ୍ତୁଳିତ ଆହାର, ବ୍ୟାୟାମ ସାଙ୍ଗକୁ ବର୍ଷକୁ ଥରେ ବଡି ଚେକ୍‌ଅପ୍‌ କରେଇ ନେଲେ ଆପଣ ଫିଟ୍‌ ଆଉ ହେଲ୍‌ଦି ରହିବେ, ତା’ହେଲେ ଏଭଳି ଭାବିବା ପୂରାପୂରି ଭୁଲ୍‌। କାରଣ, ସେମିତି କିଛି ହୋଇ ନ ଥାଏ। ଗୋଟିଏ ଜିନିଷ, ଯାହା ଉପରେ ଅଧିକରୁ ଅଧିକ ଲୋକ ଧ୍ୟାନ ଦେଇ ନ ଥାଆନ୍ତି,…

ଚତୁର୍ଥୀ ରାତିରେ ସ୍ତ୍ରୀଙ୍କୁ ଦିଆଯାଉଥିବା ଉପହାର ସେହି ରାତିକୁ କରେ ଆହୁରି ଖାସ୍‌, ଜାଣନ୍ତୁ କେଉଁ ଜିନିଷ ଦେଇପାରିବେ…

ବିବାହ ପରେ ସୁହାଗରାତ୍‌ ଅର୍ଥାତ୍‌ ଚତୁର୍ଥୀ ରାତି ସବୁ ନବଦମ୍ପତିଙ୍କ ପାଇଁ ବହୁତ ଖାସ୍‌ ହୋଇଥାଏ। ଏହା ସେମାନଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଦିନ। ଚତୁର୍ଥୀ ରାତିରେ ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଆପଣ ଏହାକୁ କେଉଁଠି ବିତାଉଛନ୍ତି, ବରଂ ଏହା ଗୁରୁତ୍ୱପୂର୍ଣ୍ଣ ଏହାକୁ ଆପଣ କେମିତି…

କ୍ଲାସ୍‌ରୁମ ଭିତରେ ଛାତ୍ରଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ ସ୍କୁଲ ଶିକ୍ଷୟିତ୍ରୀ, ଏବେ କୋର୍ଟ ଦେଲେ ଏଭଳି ଦଣ୍ଡ

ଆମେରିକାରେ ଯୌନ ଶୋଷଣ ଅପରାଧର ଏକ ନୂଆ ତଥା ଅଜବ ମାମଲା ଏବେ ସାମ୍ନାକୁ ଆସିଛି। କିଛିବର୍ଷ ପୂର୍ବେ ଏହି ଘଟଣାଟି ଘଟିଥିଲା। ଆମେରିକା ରାଜଧାନୀ ଓ୍ଵାସିଙ୍ଗ୍‌ଟନରେ ୧୦ମ ଶ୍ରେଣୀରେ ପାଠ ପଢ଼ାଉଥିବା ଜଣେ ମହିଳା ଶିକ୍ଷୟିତ୍ରୀ ନିଜ ଛାତ୍ରଙ୍କ ସହ କ୍ଲାସ୍‌ରୁମ୍‌ରେ ରଖିଥିଲେ ଶାରୀରିକ ସମ୍ବନ୍ଧ।…

ଝିଅମାନେ ଏତେ ନଖରା କାହିଁକି ଦେଖାନ୍ତି? ସବୁ ପୁଅଙ୍କୁ ପଢ଼ିବା ଦରକାର ଏହି ୫ଟି କାରଣ

ଝିଅମାନେ ବହୁତ ନଖରା ଦେଖାନ୍ତି। ଏହି କଥା ଆପଣ ଅନେକଙ୍କ ମୁହଁରୁ ଶୁଣିଥିବେ। ଆପଣ ମଧ୍ୟ ଏହା ଅନୁଭବ କରିଥିବେ। ଜଣେ ଝିଅ ପାଇଁ ବୟଫ୍ରେଣ୍ଡ ବନାଇବା ଏବଂ ସ୍ୱାମୀ ଚୟନ କରିବା ଖୁବ୍ ସହଜ କାମ ହୋଇଥାଏ। ଏଭଳି ସ୍ଥଳେ ପୁଅମାନଙ୍କୁ ବହୁତ ପାମ୍ପଡ଼ ବେଲିବାକୁ ପଡ଼େ। ଜଣେ ଝିଅ ଅନେକ ପୁଅଙ୍କୁ…

ପ୍ରେମିକ କିମ୍ବା ସ୍ୱାମୀଙ୍କ ଠାରୁ ଏହି ଆଶା ରଖିଥାନ୍ତି ପ୍ରତ୍ୟେକ ନାରୀ, କିନ୍ତୁ କେବେ ବି ସାମ୍ନାରେ କହିପାରନ୍ତି…

କୁହାଯାଏ, ଝିଅମାନେ ନିଜ ପେଟରେ କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ। ଆପଣ ତାଙ୍କୁ ଯେଉଁ କଥା କାହାକୁ କହିବାକୁ ମନା କରିଥିବେ, ସେମାନେ ସେହି କଥାକୁ ତାଙ୍କ ନିକଟତର ଲୋକଙ୍କୁ କହିଥାନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଯୁବତୀମାନଙ୍କ ମନରେ ଏପରି କିଛି କଥା ରହିଥାଏ, ଯାହା ସେ ନିଜର ପାର୍ଟନର…

ପ୍ରେମିକ ସହିତ କରନ୍ତୁ ଏପରି ଦୁଷ୍ଟାମୀ, ବଢିବ ଆପଣଙ୍କ ଭଲପାଇବା ସମ୍ପର୍କ

ସମ୍ପର୍କରେ ଛୋଟ ମୋଟ ଝଗଡା କିମ୍ବା ହସ ମଜାକ ହୋଇଥାଏ। ଏହି ହସଖୁସି, ଝଗଡା ଯୋଗୁଁ ଭଲପାଇବାର ମହତ୍ୱ ରହିଥାଏ। ସମ୍ପର୍କକୁ ନୂଆ ଏବଂ ସୁଦୃଢ କରିବା ପାଇଁ ଆପଣ ଆପଣଙ୍କ ପ୍ରେମିକ ସହିତ ଛୋଟମୋଟ ଦୁଷ୍ଟାମୀ କରିବା ଦରକାର। ଏପରି କରିବା ଦ୍ୱାରା ଆପଣ ନିଜ ପ୍ରେମିକ ଆପଣଙ୍କ ପ୍ରତି କେତେକ…

ବୋହୂଙ୍କ ପାଇଁ ୫ଟି କଥା, ଦୃଢ଼ କରନ୍ତୁ ଶାଶୁଙ୍କ ସହ ସମ୍ପର୍କ

ଭାରତୀୟ ସମାଜରେ ବିବାହ କେବଳ ଦୁଇଟି ମଣିଷକୁ ନୁହେଁ, ବରଂ ଦୁଇଟି ପରିବାରକୁ ମଧ୍ୟ ଯୋଡ଼ିଥାଏ। ଜଣେ ବୋହୂ ପାଇଁ ତା’ ଶାଶୁଘର ଲୋକଙ୍କ ସହ ସମ୍ପର୍କ ମଜଭୁତ କରିବା ବେଶ୍‌ ଜରୁରୀ ହୋଇଥାଏ। କିନ୍ତୁ ଏହି ସମ୍ପର୍କରେ ସବୁଠାରୁ କଠିନ ଥାଏ ଶାଶୁଙ୍କ ସହ ତାଳମେଳ। ଯଦି ଆପଣ ଶାଶୁଙ୍କ ସହ ପ୍ରେମଭରା…

ଏହି ୪ ଟି ରାଶିର ଯୁବକଙ୍କୁ ବୁଝିପାରନ୍ତି ନାହିଁ ଯୁବତୀ, ଆପଣ ଅଛନ୍ତି କି ସାମିଲ ?

ଆପଣଙ୍କ ରାଶି ଆପଣଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥାଏ। ଏଥିପାଇଁ ଲୋକମାନେ ଜ୍ୟୋତିଷ ଉପରେ ବିଶ୍ୱାସ କରନ୍ତି। ରାଶି ଜରିଆରେ ମଣିଷର ସ୍ୱଭାବ ଏବଂ ସମ୍ପର୍କକୁ ଜାଣିହୁଏ। ଆପଣ କିମ୍ବା ଆପଣଙ୍କ ବନ୍ଧୁଙ୍କ ସହିତ ସମ୍ପର୍କ କିଭଳି ରହିବ ତାହା ମଧ୍ୟ ରାଶିରୁ ଜଣାପଡିଯାଏ। ଆସନ୍ତୁ ଜାଣିବା,…

ପୁରୁଷଙ୍କ ଏହି ଖରାପ ଅଭ୍ୟାସ କରିଥାଏ ବିବାହିତ ଜୀବନ ବରବାଦ୍, ଆଜି ହିଁ କରନ୍ତୁ ଏହାକୁ ପରିବର୍ତ୍ତନ

ବିବାହ ବନ୍ଧନ ହେଉଛି ବିଶ୍ବାସର ବନ୍ଧନ। ଏଥିରେ ଉଦ୍ଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ସଂପର୍କର ଡୋରୀକୁ ବାନ୍ଧି ରଖିବାକୁ ପଡିଥାଏ। ଯଦି କାହା ତରଫରୁ ଏହି ସଂପର୍କର ଡୋରୀ ଦୁର୍ବଳ ହୋଇଯାଇଥାଏ ତେବେ ଏହା ଭାଙ୍ଗିବାର ଆଶାଙ୍କା ରହିଥାଏ । ଏଣୁ ପରସ୍ପରକୁ ବୁଝିବା ସହ ନିଜର ଦୁର୍ବଳତା ଏବଂ ଅଭ୍ୟାସକୁ…