Browsing Tag

rescue from borewell

ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ସୁଧାର, ୯ ଦିନ ପରେ ବି ମିଳୁନି ଅଭିଯୁକ୍ତ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ବୋରୱେଲରୁ ଉଦ୍ଧାର ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଆଭ୍ୟନ୍ତରୀଣ ରକ୍ତସ୍ରାବ ବନ୍ଦ ହୋଇଥିବାବେଳେ ଖାଦ୍ୟ ଗ୍ରହଣ କରୁଛି। ବୁର୍ଲା ମେଡିକାଲରେ ୯ଦିନ ଧରି ୫ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। ଧିରେ ଧିରେ ଶିଶୁଟି ସୁସ୍ଥ ହେବାରେ…

ବୋରୱେଲରେ ଖସିଥିବା ୮ ବର୍ଷର ବାଳକ ମୃତ, ଖେଳୁଥିବା ବେଳେ ୬୦ ଫୁଟ ବୋରୱେଲରେ ଖସିପଡିଥିଲା ପିଲା

ମଧ୍ୟପ୍ରଦେଶ ବିଦିଶାରେ ୬୦ ଫୁଟ ଗଭୀର ବୋରୱେଲରେ ଖସିପଡିଥିବା ୮ ବର୍ଷର ବାଳକ ଲୋକେଶ ମୃତ । ୨୪ ଘଣ୍ଟା ରେସକ୍ୟୁ ଅପରେସନ ପରେ ମଧ୍ୟ ବାଳକର ଜୀବନ ଚାଲିଯାଇଛି। ରେସକ୍ୟୁ ଟିମ ଉଦ୍ଧାର କରିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ…

ପାଞ୍ଚ ଦିନର ସଂଘର୍ଷ ପରେ ବୋରେଓ୍ଵଲରେ ଫସିଥିବା ୮ ବର୍ଷର ତନ୍ମୟ ମୃତ

ବୈତୁଲ (ମଧ୍ୟପ୍ରଦେଶ) : ଜୀବନ ଯୁଦ୍ଧରେ ହାରିଗଲେ ତନ୍ମୟ ସାହୁ । ମଧ୍ୟପ୍ରଦେଶରେ ବୋରେଓ୍ଵଲରେ ଫସିଥିବା ୮ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ବୋଲେଓ୍ଵଲ ଭିତରକୁ ତା ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍‌ । ଏହି ଖବର ଏବେ ପରିବାର ସହିତ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଖେଳାଇ…

୫୦ ଫୁଟ୍‌ ବୋରୱେଲ୍ ତଳେ ଫସି ରହିଛି ୮ ବର୍ଷର ପୁଅ, ଦୀର୍ଘ ଘଣ୍ଟା ଧରି ଚାଲିଛି ରେସକ୍ୟୁ ଅପରେସନ୍‌

ମଧ୍ୟପ୍ରଦେଶ: ପୁଣି ବୋରୱେଲ୍ ଫସିଲା ଜୀବନ । ୫୦ ଫୁଟ୍‌ ବୋଲରେଓ୍ଵଲ୍‌ ତଳେ ଫସି ରହିଛି ୮ ବର୍ଷର ପୁଅ । ମଧ୍ୟପ୍ରଦେଶର ବେତୁଲି ଜିଲ୍ଲା ମଣ୍ଡାଓ୍ଵି ଗାଁରେ ଘଟିଛି ଏହି ଘଟଣା । ଗତକାଲି ରାତିରେ ଏହି ଘଟଣା ଜଣା ପଡିଥିଲା । ରାତି ପ୍ରାୟ ସାଢେ ୮ଟା ବେଳେ ୮ ବର୍ଷର ତନ୍ମୟ ସାହୁ ବୋରୱେଲ୍‌…

ନୂଆ ଜୀବନ ପାଇଲା ବୋରୱେଲରେ ଫସିଥିବା ଶିଶୁ ରାହୁଲ, ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ

କେନ୍ୟୁଜ୍(ବ୍ୟୁରୋ): ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ଉଦ୍ଧାର ହେଲା ରାହୁଲ। ବହୁ ବାଧା ବିଘ୍ନ ପରେ ରହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସବୁଠୁ ବଡ଼ ରେସ୍‌କ୍ୟୁ ଅପରେସନ । ଏବେ ଉଦ୍ଧାର କରାଯାଇ ସ୍ବତନ୍ତ୍ର ଆମ୍ବୁଲାନ୍ସ…