Browsing Tag

reshuffle

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ଜାଣନ୍ତୁ କିଏ କେଉଁ ଦାୟିତ୍ୱ ପାଇଲେ

ଭୁବନେଶ୍ୱର (କେନ୍ୟୁଜ୍‌) : ସଞ୍ଜୀବ ପଣ୍ଡା ହେଲେ ନୂଆ ପୋଲିସ କମିସନର। ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଆଇପିଏସ ସ୍ତରରେ ଏଭଳି ଏକ ବଡ଼ ଧରଣର ଅଦଳ ବଦଳ ହୋଇଛି। କନୱର ବିଶାଲ ସିଂ କଟକ ଡିସିପି ଏବଂ ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ବଦଳି…

ବରିଷ୍ଠ ଓଏଏସ ସ୍ତରରେ ବଦଳି, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର (କେନ୍ୟୁ): ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏ ବାବଦରେ ସୂଚନା ଦିଆଯାଇଛି । ନଜର ପକାନ୍ତୁ କେଉଁ ଅଫିସରଙ୍କୁ କେଉଁ ସ୍ଥାନକୁ ବଦଳି କରାଯାଇଛି | ସୂଚନା ଅନୁସାରେ ପର୍ଯ୍ୟଟନ ବିଭାଗର…

ନବୀନଙ୍କ ନୂଆ ଟିମ୍‌: ଲୋକସେବା ଭବନ କନଭେନସନ୍‌ ହଲରେ ଶପଥ ନେଲେ ୨୧ ମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍‌): ନବୀନଙ୍କ ନୂଆ ଟିମ୍‌। ଶପଥ ନେଲେ ୨୧ ମନ୍ତ୍ରୀ। ଲୋକସେବା ଭବନ କନଭେନସନ୍‌ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସମସ୍ତଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବରିଷ୍ଠ, ଅଭିଜ୍ଞ, ଯୁବ ଓ ମହିଳାଙ୍କୁ ନୂଆ ଟିମରେ ଗୁରୁତ୍ୱ…

ଖୁବଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ! ଅଣ୍ଟା ଭିଡିଲେଣି ନେତା; ଓବିସି ବର୍ଗକୁ ମିଳିପାରେ ଅଧିକ ପ୍ରତିନିଧିତ୍ୱ

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ସପ୍ତାହ କିମ୍ବା ମେ' ପ୍ରଥମ ସପ୍ତାହରେ ବଦଳିପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା। ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା। କିଏ ଯିବେ ଓ ଆଉ କିଏ ଆସିବେ ତାହାକୁ ନେଇ ଆରମ୍ଭ ହେଲାଣି ଅଙ୍କକଷା। ୨୦୨୪ ନିର୍ବାଚନ ପୂର୍ବରୁ…