ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ୍ ନବାବୀ ପନୀର
ଆପଣ ନିଶ୍ଚିତ ରୂପେ ପନୀରରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଖାଇଥିବେ । ବିବାହ ଭୋଜି ମାନଙ୍କରେ ଏବେ ପନୀର ଖୁବ ସାଧାରଣ ଡ଼ିସ ହୋଇଗଲାଣି । କିନ୍ତୁ କେବେ ପନୀରରେ ପ୍ରସ୍ତୁତ ହୋଇଥିବା ନବାଵୀ ପନିର ଖାଇଛନ୍ତି କିମ୍ବା ଚାଖିଛନ୍ତିକି । ଯଦି ନାଁ ତେବେ ଆସନ୍ତୁ ଆଜି…