Below header
Browsing Tag

restriction on zero night celebrations

ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌: ଆସନ୍ତାକାଲିଠୁ ଜାନୁଆରୀ ୨ ପର୍ଯ୍ୟନ୍ତ କଟକଣା ଜାରି

ଭୁବନେଶ୍ବର(କେନ୍ଯୁଜ୍): ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ଡିସେମ୍ବର ୨୫ତାରିଖରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଜିରୋ ନାଇଟ ଓ ନୂଆବର୍ଷ ସ୍ୱାଗତ ଆଦି ଉତ୍ସବ ପାଳନକୁ…

ସମ୍ବଲପୁରରେ ଜିରୋ ନାଇଟ ସେଲିବ୍ରେସନରେ ଲାଗିଲା କଟକଣା, ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: ଜିରୋ ନାଇଟ ସେଲିବ୍ରେସନରେ ଲାଗିଲା କଟକଣା। ସମ୍ବଲପୁରରେ କୌଣସି ସ୍ଥାନରେ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ। ରାତିରେ ବାହାରେ ବୁଲିବା ଉପରେ ମଧ୍ୟ କଟକଣା ଲଗାଇଛି ସମ୍ବଲପୁର ପୋଲିସ। ନମାନିଲେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ…