Browsing Tag

rishabh pant

ସୁଇମିଂ ପୁଲରେ ଚାଲିବା ଅଭ୍ୟାସ କରୁଛନ୍ତି ରିଷଭ ପନ୍ତ, ସେୟାର କଲେ ଭିଡିଓ

ଭୟଙ୍କର କାର ଦୁର୍ଘଟଣାର ଆହତ ହୋଇଥିବା ଟିମ୍‌ ଇଣ୍ଡିଆର ଖେଳାଳି ରିଷଭ ପନ୍ତ ସୁସ୍ଥ ହେଉଛନ୍ତି । ୨୫ ବର୍ଷୀୟ ଷ୍ଟାର ଓ୍ଵିକେଟପିର ଏବେ ବାଡି ଧରି ଚାଲୁଛନ୍ତି । ଖୁବଶୀଘ୍ର ସୁସ୍ଥ ହୋଇଯିବେ ରିଷଭ । ଆଉ ଏଥିରେ ନିଜେ ବହୁତ ଚେଷ୍ଟା କରୁଛନ୍ତି ରିଷଭ । ରିଷଭଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ।…

‘ରିଷଭ ତୁମେ ଶୁଣୁଛ ତ, ତୁମ ଅନୁପସ୍ଥିତି ଆମେ ଅନୁଭବ କରୁଛୁ, ଜଲଦି ଠିକ୍‌ ହୋଇଯାଅ’: ଗାଭାସ୍କର

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିରେ ରିଷଭ ପନ୍ତଙ୍କୁ ମିସ୍‌ କରୁଛନ୍ତି ଭାରତୀୟ ଫ୍ୟାନ୍ସ । ଭାରତ ଦୁଇଟି ଟେଷ୍ଟ ମ୍ୟାଚ ଜିତି ସାରିଥିବା ବେଳେ ଆଗାମୀ ମ୍ୟାଚ ଉପରେ ନଜର ରହିଛି । ମ୍ୟାଚ୍‌ ସମୟରେ ଟିମ୍‌ ସବୁବେଳେ ପନ୍ତଙ୍କ ଅଭାବକୁ ମିସ୍‌ କରୁଛି ।…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ରିଷଭଙ୍କ ଉପରେ ରାଗିଗଲେ କପିଲ ଦେବ

କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ରିଷଭ ପନ୍ତ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ହେଲେ ରିଷଭଙ୍କୁ ନେଇ ରାଗି ଯାଇଛନ୍ତି କପିଲ ଦେବ । ତେବେ ରିଷଭ ଯେଉଁ ଭୁଲ୍‌ କରିଛନ୍ତି, ତା ପାଇଁ ଟିମ୍‌ କ୍ଷତି ସହୁଛି । ଆଉ ପନ୍ତଙ୍କୁ ଦେଖିବା ପରେ ତାଙ୍କୁ ଚାପୁଡା ମାରିବେ ବୋଲି କପିଲ ଦେବ…

ତୃତୀୟ ଦିନିକିଆ ପୂର୍ବରୁ ବାବା ମହାକାଳଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି, ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା

ଭାରତ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ପୂର୍ବରୁ ଉଜ୍ଜେନର ମହାକାଳ ମନ୍ଦିରରେ ପହଞ୍ଚିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି । ଭାରତୀୟ କ୍ରିକେଟ ଟିମର କିଛି ଖେଳାଳି ସୂର୍ଯ୍ୟକୁମାର ଯଦବ, ଓ୍ଵାଂଶିଟନ ସୁନ୍ଦର ଏବଂ କୁଲଦୀପ ଯାଦବଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି…

ଜୀବନ ବଞ୍ଚାଇଥିବା ଦୁଇ ଯୁବକଙ୍କ ପାଇଁ ଭାବବିହ୍ଵଳ ପୋଷ୍ଟ କଲେ ରିଷଭ ପନ୍ତ, ‘ତୁମ ପାଖରେ ସବୁବେଳେ ଋଣୀ ରହିବି’

ଟିମ୍‌ ଇଣ୍ଡିଆର ଷ୍ଟାର ଓ୍ଵିକେଟ କିପର ରିଷଭ ପନ୍ତ ଏବେ ମୁମ୍ବାଇର କୋକିଲାବେନ ହସପିଟାଲାରେ ଚିକିତ୍ସିତ ହେଉଛନ୍ତି । ରିଷଭଙ୍କ ଡାହାଣ ଗୋଡ ଲିଗାମେଣ୍ଟର ସଫଳ ସର୍ଜରୀ ହୋଇସାରିଛି । ଦୁର୍ଘଟଣା ପରେ ରିଷଭ ଟ୍ଵିଟ୍‌ କରି ସାଥି ଖେଳାଳି, ଡାକ୍ତର ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା…

ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଛିଡା ହେଲେ ରିଷଭ, ସୁସ୍ଥ ହେବା ପାଇଁ ପୁଣି ଥରେ ହେବ ସର୍ଜରୀ

ଭାରତୀୟ କ୍ରିକେଟ ଟିମର ଓ୍ଵିକେଟ କିପର ରିଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ମୁମ୍ବାଇର କୋକିଲାବେନ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ରିଷଭଙ୍କ ଡାହାଣ ଗୋଡ ଲିଗାମେଣ୍ଟ ସର୍ଜରୀ ହୋଇସାରିଛି । କିନ୍ତୁ ଆଗାମୀ ୬ ସପ୍ତାହ ପରେ ରିଷଭଙ୍କର ଆଉ ଏକ ସର୍ଜରୀ ହେବ । ଆଉ…

ରିଷଭଙ୍କ ଲିଗାମେଣ୍ଟ ସର୍ଜରୀ ଶେଷ, ସ୍ୱାସ୍ଥ୍ୟବସ୍ଥାରେ ଘଟୁଛି ଉନ୍ନତି

କାର ଦୁର୍ଘଟଣା ପରେ ଟିମ୍‌ ଇଣ୍ଡିଆର ପ୍ରତିଭାବାନ ଖେଳାଳି ରିଷଭ ପନ୍ତ ମୁମ୍ବାଇର କୋକିଲାବେନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ରିଷଭଙ୍କର ପୁଣି ଏକ ସର୍ଜରୀ କରାଯାଇଛି । ଏହି ସର୍ଜରୀ ପରେ ରିଷଭଙ୍କ ସ୍ୱାସ୍ଥ୍ୟରେ…

ରିଷଭ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ କରାଯିବ ସିଫ୍ଟ, DDCA ନେଲା ନିଷ୍ପତ୍ତି

ଟିମ୍‌ ଇଣ୍ଡିଆର ଓ୍ଵିକେଟ କିପର ରିଷଭ ପନ୍ତ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସିଫ୍ଟ ହେବେ ବୋଲି DDCA ନିର୍ଦ୍ଦେଶକ ଶ୍ୟାମ ଶର୍ମା ସୂଚନା ଦେଇଛନ୍ତି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । କିନ୍ତୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ସିଫ୍ଟ କରାଯିବ।…

ଦୁଇ ସପ୍ତାହ ପର୍ଯ୍ୟନ୍ତ ହୋଇପାରିବନି ଲିଗାମେଣ୍ଟ ଟ୍ରିଟମେଣ୍ଟ, ଡାକ୍ତର କହିଲେ କାରଣ

ଟିମ ଇଣ୍ଡିଆର ଓ୍ଵିକେଟକପିର ରିଷଭ ପନ୍ତ କାର ଦୁର୍ଘଟଣା ପରେ ୪୮ ଘଣ୍ଟା ଆଇସିୟୁରେ ରହିବା ପରେ ଏବେ ପ୍ରାଇଭେଟ ଓ୍ଵାର୍ଡକୁ ସିଫ୍ଟ ହୋଇଛନ୍ତି । ତାଙ୍କ ଡାହାଣ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗି ଯାଇଛି। ଏହାକୁ ନେଇ ବିସିସିଆଇ ଲିଗାମେଣ୍ଟ ଟ୍ରିଟମେଣ୍ଟ ପାଇଁ ତାଙ୍କୁ ବିଦେଶ ପଠାଇବାକୁ ଯୋଜନା କରୁଛି…

ICUରୁ ପ୍ରାଇଭେଟ ରୁମକୁ ସିଫ୍ଟ ହେଲେ ରିଷଭ ପନ୍ତ, ଲିଗାମେଣ୍ଟ ଚିକିତ୍ସା ପାଇଁ ବିଦେଶ ପଠାଇପାରେ ବିସିସିଆଇ !

କାର୍‌ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ରିଷଭ ପନ୍ତ । ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ରିଷଭ ଆଇସିୟୁରୁ ପ୍ରାଇଭେଟ ରୁମକୁ ସିଫ୍ଟ ହୋଇଛନ୍ତି । ଡେରାଡୁନର ମ୍ୟାକ୍ସ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ରିଷଭଙ୍କ ଲିଗାମେଣ୍ଟ ଚିକିତ୍ସା ପାଇଁ…

ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ଡିଡିସିଏ, ଲୋକଙ୍କୁ ହସପିଟାଲ ନ ଆସିବାକୁ ପରାମର୍ଶ ଦେଲେ ଡିଡିସିଏ…

ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି ଡିଡିସିଏ । ଡିଡିସିଏର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ହସପିଟାଲକୁ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିବାକୁ ଆସୁଥିବା ଲୋକଙ୍କୁ ନେଇ ଚିନ୍ତାରେ ରହିଛନ୍ତି। ଯଦି ଅଧିକ ସଂଖ୍ୟକ ଲୋକ ପନ୍ତଙ୍କୁ ଦେଖିବାକୁ…

ରିଷଭଙ୍କ ପାଇଁ ଶୀଘ୍ର ଆରୋଗ୍ୟ କାମନା କଲେ ପାକିସ୍ତାନୀ କ୍ରିକେଟର, ଦେଖନ୍ତୁ ଟୁଇଟ୍‌

ଭାରତୀୟ କ୍ରିକେଟର ରିଷଭ ପନ୍ତ କାର ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ତାଙ୍କ ପ୍ରଶଂସକ, କ୍ରିକେଟ୍ ବ୍ୟକ୍ତିତ୍ୱ ତଥା ଦେଶ ତଥା ବିଦେଶରେ ଉପସ୍ଥିତ ଥିବା ସମସ୍ତ ଲୋକ ତାଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି। ଏମାନଙ୍କ ମଧ୍ୟରେ ପାକିସ୍ତାନର ଷ୍ଟାର କ୍ରିକେଟରମାନେ ମଧ୍ୟ ରହିଛନ୍ତି।…