Below header
Browsing Tag

rishabh pant

ମନା କରିବା ସତ୍ତ୍ୱେ ମଧ୍ୟ ନିଜେ ଡ୍ରାଇଭିଂ କରିଯାଇଥିଲେ ରିଷଭ: ଦୁର୍ଘଟଣା ପୂର୍ବରୁ କହିଥିଲେ ‘ଏବେ ପହଞ୍ଚିଯିବି’

ନୂଆ ବର୍ଷରେ ମା’କୁ ସରପ୍ରାଇଜ ଦେବେ ବୋଲି ଦିଲ୍ଲୀରୁ ରୁଡକୀ ଯାଉଥିଲେ ରିଷଭ ପନ୍ତ। କେବେ କେହି ଭାବିନଥିଲେ କି, ନୂଆବର୍ଷ ତାଙ୍କର ହସପିଟାଲରେ ବିତିବ । ଅଧ ରାତିରେ ନିଜେ କାର ଡ୍ରାଇଭିଂ କରି ଯିବାକୁ ରିଷଭଙ୍କୁ ବାରଣ କରାଯାଇଥିଲା। ହେଲେ କାହା କଥା ନ ଶୁଣି ନିଜେ ଏକୁଟିଆ ଚାଲିଯାଇଥିଲେ…

ଦରକାର ପଡିଲେ ରିଷଭ ପନ୍ତଙ୍କୁ ଡେରାଡୁନରୁ ଦିଲ୍ଲୀ କରାଯିବ ଏୟାରଲିଫ୍ଠ : DDCA

ଡିଡିସିଏ ତରଫରୁ ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ଡିଡିସିଏର ଏକ ଟିମ ରିଷଭ ଚିକିତ୍ସିତ ହେଉଥିବା ଡେରାଡୁନର ମ୍ୟାକ୍ସ ହସପିଟାଲ ପହଞ୍ଚିଛି । ଯଦି ରିଷଭଙ୍କ ଚିକିତ୍ସା ପାଇଁ ଦରକାର ପଡେ, ତେବେ ତାଙ୍କୁ ତୁରନ୍ତ ଏୟାରଲିଫ୍ଟ ତୁରନ୍ତ କରାଯିବ । ଟିମ୍‌…

ରିଷଭ ପନ୍ତଙ୍କୁ ଉଦ୍ଧାର କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ କରିବେ ହରିୟାଣା ସରକାର

କ୍ରିକେଟର ରିଷଭ ପନ୍ତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସହାୟତା କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ କରିବେ ହରିୟାଣା ସରକାର। ରିଷଭଙ୍କ କାର ଶୁକ୍ରବାର ଦିନ(୩୦ ଡିସେମ୍ବର) ଦିନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପନ୍ତଙ୍କ ମୁଣ୍ଡ, ଗୋଡ ଏବଂ ହାତରେ ଗୁରୁତର ଆଘାତ ଲାଗିଛି ।…

ଭଲ ଅଛି ରିଷଭ ପନ୍ତଙ୍କ ମସ୍ତିସ୍କ ଓ ମେରୁଦଣ୍ଡର ଏମଆରଆଇ ରିପୋର୍ଟ, ମୁହଁରେ କରାଯାଉଛି ପ୍ଲାଷ୍ଟିକ୍‌ ସର୍ଜରୀ

ଡେରାଡୁନ: ରିଷଭ ପନ୍ତଙ୍କ ଏମଆରଆଇ ରିପୋର୍ଟ ଭଲ ଅଛି। ମସ୍ତିସ୍କ ଓ ମେରୁଦଣ୍ଡର MRI ହୋଇଥିଲା । ତାଙ୍କ ମୁହଁରେ ପ୍ଲାଷ୍ଟିକ୍‌ ସର୍ଜରୀ କରାଯାଉଛି। ଦୁର୍ଘଟଣାରେ ତାଙ୍କ ମୁହଁରେ ଆଘାତ ଲାଗିଛି। ଆଜି ତାଙ୍କ ପାଦ ଓ ଆଣ୍ଠୁର ଏମଆରଆଇ ହେବ। ଡେରାଡୁନର ମାକ୍ସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି…

କାର୍‌ ଦୁର୍ଘଟଣାରେ ଆହତ ରିଷଭ୍‌ ପନ୍ତ୍‌ଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟ୍‌; ସକାଳେ ଆଖି…

କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ରିଷଭ୍‌ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍‌ ମୋଦି ରିଷଭ୍‌ ପନ୍ତଙ୍କ ସୁସ୍ଥ ଜୀବନ କାମନା କରି ଟ୍ଵିଟ୍‌ କରିଛନ୍ତି। ସେ ଟ୍ଵିଟ୍‌ରେ ଲେଖିଛନ୍ତି, ‘କ୍ରିକେଟର ରିଷଭ୍‌ ପନ୍ତଙ୍କ…

ଓଭରସ୍ପୀଡିଙ୍ଗ୍‌ ଯୋଗୁ ଦୁଇ ଦୁଇଥର କଟିଛି ରିଷଭ୍‌ ପନ୍ତଙ୍କ ମର୍ସିଡିଜ୍‌ର ଚାଲାଣ; ୟୁପି ପୋଲିସ ପଠାଇଥିଲା ନୋଟିସ୍‌

ଭାରତୀୟ ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କର ଶୁକ୍ରବାର ସକାଳେ ବଡ଼ ଧରଣର ଆକ୍ସିଡେଣ୍ଟ ହୋଇଛି, ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ତାଙ୍କ ମର୍ସିଡିଜ୍ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାସ୍ତା ଡିଭାଇଡର୍ ସହ ଗାଡ଼ି ପିଟି ହୋଇଯିବାରୁ ରିଷଭ…

ରିଷଭ୍‌ ପନ୍ତଙ୍କ କାର୍‌ ଦୁର୍ଘଟଣା ପରେ ଆସିଲା ଉର୍ବଶୀ ରୌତେଲାଙ୍କ ଇନ୍‌ଷ୍ଟାଗ୍ରାମ ପୋଷ୍ଟ; ଅପ୍‌ସରା ହୋଇ ଲେଖିଲେ,…

ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ରିଷଭ୍‌ ପନ୍ତଙ୍କ କାର୍‌ ଦିଲ୍ଲୀ-ଡେରାଡୁନ୍‌ ରାଜପଥରେ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଛନ୍ତି। ପନ୍ତଙ୍କ ଆକ୍ସିଡେଣ୍ଟ ପରେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କର ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।…

ଦେଖନ୍ତୁ କେତେ ଭୟଙ୍କର ଥିଲା ରିଷଭ୍ ପନ୍ତଙ୍କ କାର୍ ଦୁର୍ଘଟଣା! ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ ଓ ଫଟୋ

ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ଖେଳାଳି ରିଷଭ ପନ୍ତଙ୍କ କାର ଦିଲ୍ଲୀ-ଡେରାଡୁନ୍ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ କାର ଜଳି ପାଉଁଶ ହୋଇଯାଇଛି। ଯଦିଓ ଠିକ୍ ସମୟରେ ପନ୍ତ କାରରୁ ବାହାରି ଆସିଥିଲେ ଏବଂ ସେଠାରେ…

ଶେଷକୁ ଏୟା କଲେ ଉର୍ବଶୀ! ରିଷଭ୍‌ ପନ୍ତ୍‌ଙ୍କ ସିଲ୍‌ଭର ଚେନ୍‌ ମାଗି ଆଣି ପିନ୍ଧିଲେ…ଟି୨୦ ମ୍ୟାଚ୍‌ ଭିତରେ ଭାଇରାଲ…

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ବିଗତ ଅନେକ ଦିନରୁ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ନିଜର ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହାର ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ସେ ବିଲ୍‌କୁଲ ସେମିତି ହିଁ ଏକ ସିଲ୍‌ଭର ଚେନ୍‌ ପକାଇଛନ୍ତି,…

‘ଟି୨୦ ପରେ ଆମେ ରିଷଭ୍‌ଙ୍କ ସହ ତୁମର ବିବାହ କରାଇ ଦେବୁ, ଏବେ ବିଲ୍‌କୁଲ ବି କରନ୍ତୁନି ହଇରାଣ’; ଉର୍ବଶୀଙ୍କୁ କାହିଁକି…

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଇନ୍‌ଷ୍ଟାଗ୍ରାମରେ ନିଜର ଆଉ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଉର୍ବଶୀ ଏକଦମ୍‌ ସୁହାଗିନୀ ଭଳି ସଜେଇ ହୋଇ ଲାଲ୍‌ ଶାଢିରେ ପୋଜ୍‌ ଦେଉଥିବାର ଦେଖାଯାଉଛନ୍ତି। ମୁଣ୍ଡରେ ସିନ୍ଦୁର, ମଥାରେ ବିନ୍ଦି, ଗଳାରେ ମଙ୍ଗଳସୂତ୍ର ଏବଂ ହାତରେ ଗୋଲ୍ଡେନ…

ରିଷଭ ପନ୍ତଙ୍କୁ ହାତ ଯୋଡି କ୍ଷମା ମାଗିଲେ ଉର୍ବଶୀ, କହିଲେ-ମୋତେ କ୍ଷମା କରିଦିଅ… ଏବେ ଫ୍ୟାନ୍ସ କରୁଛନ୍ତି ଟ୍ରୋଲ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତୀୟ କ୍ରିକେଟର ରିଷଭ୍ ପନ୍ତଙ୍କୁ ନେଇ ବର୍ତ୍ତମାନ କିଛି ଦିନ ହେବ ଚର୍ଚ୍ଚା ଲାଗିରହିଛି । ଯେଉଁଥିପାଇଁ ଦୁହେଁ ପରୋକ୍ଷ ଭାବରେ ବିଭିନ୍ନ ଅବସରରେ ଦୁହିଁଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ଘଟଣାଟି ସେତେବେଳେ ଆରମ୍ଭ ହୋଇଥିଲା…

ପାକିସ୍ତାନୀ କ୍ରିକେଟର ନସିମ ଶାହଙ୍କ ଭିଡିଓ ସେୟାର କରି ଟ୍ରୋଲ ହେଲେ ଉର୍ବଶୀ ରୌତେଲା, ଫ୍ୟାନ୍ସ କହିଲେ ଚାଲିଛି…

ଉର୍ବଶୀ ରୌତେଲା ଫିଲ୍ମ ନୁହେଁ ନିଜର ରିଲେସନସିପକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି। ଉର୍ବଶୀଙ୍କ ନାମ ସବୁବେଳେ ଭାରତୀୟ କ୍ରିକେଟ ଟିମର ଖେଳାଳି ରିଷଭ ପନ୍ତଙ୍କ ସହିତ ଯୋଡା ହୁଏ। ହେଲେ ଏବେ ଦୁହିଁଙ୍କ ମଧ୍ୟରେ ଥିବା ଲୁଚାଛପା ଝଗଡା ସମସ୍ତଙ୍କ ସାମ୍ନାକୁ ଆସିଛି। ପୂର୍ବରୁ…