Browsing Tag

rishi kapoor passed away

ଚନ୍ଦନୱାଡି ଶ୍ମଶାନ ଘାଟରେ ହେବ ଋଷି କପୁରଙ୍କ ଅନ୍ତିମ ସଂସ୍କାର, କରୋନା କଟକଣା ପାଇଁ ଶେଷକୃତ୍ୟରେ ମାତ୍ର ୧୫ଜଣଙ୍କୁ…

ମୁମ୍ବାଇ: ଚିରନିଦ୍ରାରେ ବଲିଉଡ୍ ଅଭିନେତା ଋଷି କପୁର। ଏହି ଘଟଣାପରେ ବଲିଉଡ୍ ସିନେମା ଜଗତରେ ଖେଳିଯାଇଛି ଶୋକର ଛାୟା। ତେବେ ଚନ୍ଦନୱାଡି ଶ୍ମଶାନ ଘାଟରେ ଋଷି କପୁରଙ୍କ ଅନ୍ତିମ ସଂସ୍କାର କରାଯିବ। କରୋନା କଟକଣା ପାଇଁ ଶେଷକୃତ୍ୟରେ କେବଳ ୧୫ଜଣଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି।…

ଋଷି କପୁରଙ୍କ ନିଧନରେ ଖେଳଜଗତ ବି ଦୁଃଖୀ, ସଚିନ- କୋହଲି ସମେତ ଏହି ଖେଳାଳି ଜଣାଇଲେ ଶ୍ରଦ୍ଧାଞ୍ଜଳି

ଆଜି ପୁଣିଥରେ ବଲିଉଡର ଆଉ ଏକ ଅପୂରଣୀୟ କ୍ଷତି ଘଟିଛି। ଗତକାଲି ଇରଫାନ ଖାନଙ୍କ ବିୟୋଗ ଘଟିଥିବା ବେଳେ ଆଜି ସିନେ ଜଗତକୁ ଅଲବିଦା କହିଛନ୍ତି ଲୋକପ୍ରିୟ ଅଭିନେତା ଋଷି କପୁର। ୬୭ ବର୍ଷ ବୟସରେ ମୁମ୍ବାଇର ରିଲାଏନ୍ସ ମେଡିକାଲରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ହେବ ସେ…

ଋଷି କପୁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଋଷି କପୁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଗଭୀର ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଭାରତୀୟ ସିନେମା ଜଣେ ମହାନ ଅଭିନେତାଙ୍କୁ ହରାଇଲା ବୋଲି ନବୀନ କହିଛନ୍ତି । ଋଷି କପୁରଙ୍କ ବିୟୋଗରେ…

ବଲିଉଡ୍ ଅଭିନେତା ଋଷି କପୁରଙ୍କ ୬୭ ବର୍ଷ ବୟସରେ ପରଲୋକ

ମୁମ୍ବାଇ : ବଲିଉଡର ବର୍ଷିୟାନ୍ ଅଭିନେତା ଋଷି କପୁରଙ୍କ ପରଲୋକ । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲ ସେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁସାରେ ୨୦୧୮ ମସିହାରେ ସେ କ୍ୟାନସରରେ ପିଡିତ ଥିବା ଖବର ସାମ୍ନାକୁ ଆସିଥିଲା ।…