ଭଜା ହୋଇଥିବା ରସୁଣରେ ରହିଛି ପୁରୁଷଙ୍କ ଭଲ ସ୍ୱାସ୍ଥ୍ୟର ରହସ୍ୟ, ଅନେକ ସମସ୍ୟାରୁ ମିଳିଥାଏ ମୁକ୍ତି
ଭାରତୀୟ ଭୋଜନରେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ରସୁଣର ପ୍ରୟୋଗ କରାଯାଇଥାଏ । କେହି କେହି ପେଟର ସୁସ୍ଥତା ପାଇଁ ସକାଳେ ଖାଲି ପେଟରେ ରସୁଣ ଖାଇଥାନ୍ତି । ପୋଷକ ତତ୍ତ୍ୱରେ ଭରପୁର ରସୁଣ ଆପଣଙ୍କ ସ୍ୱାସ୍ଥ୍ୟ ଓ ପାଚନ ତନ୍ତ୍ରକୁ ମଜବୁତ କରିଥାଏ ।
ଏହାଛଡ଼ା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା…