Browsing Tag

robbery gang arrested

ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ, ଜଣେ ମହିଳାଙ୍କ ସମେତ ୭ ଗିରଫ

ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ ପୋଲିସର ଅପରେସନ ହଟ୍‌ ପର୍‌ସୁଟ୍‌ । ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ । ଜଣେ ମହିଳାଙ୍କ ସମେତ ୭ ଡକାୟତ ଗିରଫ । ସେମାନଙ୍କ ନିକଟରୁ ୧୪ଟି ସୁନା ଚେନ୍‌, ୧୬ଟି ମୁଦି,୨ କେଜି ୩ଶହ ଗ୍ରାମର ରୂପା ଅଳଙ୍କାର ଓ ୨ଟି ବାଇକ୍‌ ଜବତ କଲା…

କଟକ ମର୍କତନଗର ଥାନା ପୋଲିସକୁ ସଫଳତା: ଡକାୟତି ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ

କଟକ(କେନ୍ଯୁଜ୍): ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ୍ । ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ମର୍କତନଗର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସମୀର ପ୍ରଧାନ, ବିଶ୍ୱଜିତ ବଳିୟାର ସିଂ ଓ ଅନୀଲ ଦାସ । ସିଡିଏ ବାଲିଘାଟ ନିକଟରେ ଡକାୟତି ଯୋଜନା କରୁଥିଲା ଏହି ଗ୍ୟାଙ୍ଗ୍‌ । ଟାର୍ଗେଟ ଥିଲା ଗହଣା…

ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ର‍୍ୟାକେଟର ପର୍ଦ୍ଦାଫାସ କଲା ରାୟଗଡା ଗୁଣପୁର ପୋଲିସ୍ , ୫ ଗିରଫ

ରାୟଗଡା: ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ର‍୍ୟାକେଟର ପର୍ଦ୍ଦାଫାସ କରିଛି ରାୟଗଡା ଗୁଣପୁର ପୋଲିସ । । ୧୨ଟି ଦାମୀ ମୋବାଇଲ ଜବତ ସହ ୫ ଜଣଙ୍କୁ ଗିରଫ କରିଛି । ଗତବର୍ଷ ଅକ୍ଟୋବର ୨୦ ତାରିଖରେ ପୁରୁଣା ଗୁଣପୁର ଛକଠାରେ ରହିଥିବା ରାମନାଥ ପାଣିଗ୍ରାହୀଙ୍କ ମୋବାଇଲ ଦୋକାନରେ ଚୋରି ହୋଇଥିଲା…

ପୋଲିସ ଆଖିରେ ଚକମା ଦେଇ ଲୁଟ୍ କରୁଥିବା ୭ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ବୋରିଗୁମ୍ମା ପୋଲିସ୍

କୋରାପୁଟର: କୋରାପୁଟର ବୋରିଗୁମ୍ମାରେ ଡକାୟତ ଗ୍ୟାଙ୍ଗ ଗିରଫ । ପୋଲିସ ଆଖିରେ ଚକମା ଦେଇ ଡକାୟତି କରୁଥିବା ୭ ଜଣିଆ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ ଗିରଫ କରଛି ବୋରିଗୁମ୍ମା ପୋଲିସ । ବୋରିଗୁମ୍ମା, ବିସିଂପୁର ଏବଂ କୋଟପାଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତ କିଛି ମାସ ଧରି ଡକାୟତି କରି…