୬ ଘଣ୍ଟାରୁ ୬ ମିନିଟ୍! ଏବେ ବୈଷ୍ଣୋ ଦେବୀ ଯାତ୍ରା ହେବ ସହଜ; ସରକାର ନେଲେ ବଡ଼ ନିଷ୍ପତ୍ତି
ଜମ୍ମୁ-କାଶ୍ମୀରସ୍ଥିତ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର ହିନ୍ଦୁମାନଙ୍କର ଏକ ପବିତ୍ର ସ୍ଥଳ। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବା ପାଇଁ ଏଠାକୁ ଆସିଥାଆନ୍ତି। ଯେହେତୁ ଏହି ମନ୍ଦିର ବହୁ ଉଚ୍ଚତାରେ ରହିଛି, ତେଣୁ ବୃଦ୍ଧବୃଦ୍ଧା ଏବଂ ଦିବ୍ୟାଙ୍ଗମାନଙ୍କୁ ମା’ଙ୍କ…