Below header
Browsing Tag

sahid kapoor

ପତ୍ନୀଙ୍କ ହାତ ଧରି ଡିନରରୁ ଫେରୁଥିଲେ ସାହିଦ କପୁର, ପାପାରାଜିଙ୍କୁ ଦେଖି ରାଗିଗଲେ ଅଭିନେତା

ଯେତେବେଳେ ବି କୌଣସି ସେଲିବ୍ରିଟି କୁଆଡ଼େ ଯାଆନ୍ତି, ପାପାରାଜି ସେମାନଙ୍କ ଫଟୋ କ୍ଲିକ୍‌ କରିବାକୁ ଚାଲି ଆସନ୍ତି । କିନ୍ତୁ ଅନେକ ବାର ସେଲିବ୍ରିଟିମାନେ ଏ ନେଇ ବିରକ୍ତି ପ୍ରକାଶ କରିବା ସହ ପାପାରାଜିଙ୍କ ଉପରେ ଖୁବ୍‌ ରାଗିଯାଆନ୍ତି । ଏବେ ଏମିତି ହିଁ କିଛି ଘଟିଛି ସାହିଦ କପୁରଙ୍କ…

‘ତେରି ବାତୋ ମେଁ ଐସା ଉଲଝା ଜିୟା’ ଫାଷ୍ଟ ଡେ କଲେକ୍ସନ୍‌, ଫ୍ୟାନ୍ସଙ୍କୁ ପସନ୍ଦ ଆସିଲା ସାହିଦ ଓ କୃତିଙ୍କ ଦମଦାର…

ସାହିଦ କପୁର ଓ କୃତି ସାନନଙ୍କ ଅଭିନୀତ ଫିଲ୍ମ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ରୋମାଣ୍ଟିକ୍ କମେଡି ଫିଲ୍ମକୁ ଲୋକଙ୍କ ଠାରୁ ଠିକ୍‌ ଠାକ୍‌ ରିଭ୍ୟୁ ମିଳିଛି । ଏଭଳି ପରିସ୍ଥିତିରେ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ ର ରିଲିଜ୍‌ ଦିନ ବକ୍ସ…

ସାହିଦ କପୁର କଲେ ସ୍ତ୍ରୀ ମୀରା ରାଜପୁତଙ୍କୁ ପ୍ରଶଂସା, ‘କହିଲେ ତୁମେ ଜମା ବି ଦୁଇଟି ପିଲାର ମାଆ ଭଳି ଲାଗୁନ’

ବଲିଉଡ୍‌ ଅଭିନେତା ସାହିଦ୍‌ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରାୟ ପ୍ରତ୍ୟେକଦିନ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି। ସୋସିଆଲମିଡିଆେ ନିଜର ଖାସ୍‌ ଫଟୋ ଏବଂ ଭିଡିଓକୁ ସେୟାର କରନ୍ତି ମୀରା। ମୀରା ରାଜପୁତଙ୍କ ଫ୍ୟାନ ଫଲୋଇଙ୍ଗ୍‌ କୌଣସି ଅଭିନେତ୍ରୀଙ୍କ…

ଅର୍ଜୁନ୍ କପୁରଙ୍କୁ ମିଳିଥିଲା ଫିଲ୍ମ ‘କବୀର ସିଂହ’ର ଅଫର୍‌, ହେଲେ ଜାଣନ୍ତୁ ଏହି ସୁଯୋଗକୁ କାହିଁକି କଲେ ହାତଛଡା

ଚଳିତ ବର୍ଷ ବକ୍ସ ଅଫିସ୍ ରେ ସବୁଠୁ ବଡ଼ ବ୍ଲକ୍ବଷ୍ଟର ଫିଲ୍ମ ଭାବେ ଧୂଆଁଧାର୍‌ ଇନ୍‌କମ୍‌ କରିଛି ‘କବୀର ସିଂହ’। ଫିଲ୍ମଟି ବକ୍ସ ଅଫିସ୍ ରେ ୩୫୦ କୋଟିରୁ ଅଧିକ ଟଙ୍କା ଆୟ କରି ଅଲ୍ ଟାଇମ୍ ବ୍ଲକବଷ୍ଟର ହୋଇଯାଇଛି। ଏହି ଫିଲ୍ମକୁ ନେଇ ଏବେବି କ୍ରେଜ୍ ରହିଛି। ତେଲୁଗୁ ଫିଲ୍ମ ‘ଅର୍ଜୁନ୍ ରେଡ୍ଡୀ’…

ପୁଣି ଥରେ ବାପା ହେଲେ ସାହିଦ୍ : ଜାଣନ୍ତୁ ଏଥର ମୀରାଙ୍କ କୋଳକୁ ପୁଅ ଆସିଲା ନା ଝିଅ

ପୁଣି ଥରେ ବାପା ହେଲେ ସାହିଦ୍ କପୁର । ଗତ କାଲି ହିନ୍ଦୁଜା ହସ୍ପିଟାଲରେ ମୀରା ରାଜପୁତଙ୍କ କୋଳକୁ ଆସିଛି ପୁଅ । ୨୦୧୫ରେ ବିବାହ କରିଥିଲେ ଏହି ଯୋଡି । ସାହିଦ୍ ଏବଂ ମୀରାଙ୍କ ଦୁଇ ବର୍ଷର ଝିଅ ମିଶା ପରେ ଏବେ ଜନ୍ମ ହୋଇଛି ପୁଅ । ଏହି ଖବର ପରେ ପ୍ରଶଂସକଙ୍କ ମହଲରୁ ଶୁଭେଛାର ସୁଅ ଛୁଟୁଛି ।…