ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ କଞ୍ଚା ପରିବା, ହୋଇପାରେ ସ୍ୱାସ୍ଥ୍ୟ ସମସ୍ୟା
ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଆମେ ଜାଣିଥାଆନ୍ତି । କିଛି ଲୋକ ସାଲାଡ୍ ଆକାରରେ କଞ୍ଚା ପନିପରିବା ମଧ୍ୟ ଖାଇଥାନ୍ତି । ଏହା ସହ କିଛି ପନିପରିବା ଅଛି ଯାହା କଞ୍ଚା ଖାଇଲେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆଜି ଆମେ ଆପଣଙ୍କୁ ଏପରି କିଛି ପନିପରିବା ବିଷୟରେ…