Browsing Tag

Sana Khan

ସନା ଓ ଅନସ୍‌ ହେଲେ ମା’, ବାପା, ଘରକୁ ଆସିଲା ଶିଶୁପୁତ୍ର; ଇନ୍‌ଷ୍ଟାରେ ଭିନ୍ନ ଢଙ୍ଗରେ ଖୁସି ଖବର ସେୟାର କଲେ ଦମ୍ପତି

ଅଭିନୟଠୁ ଦୂରେଇ ଯାଇଥିବା ସନା ଖାନ ଓ ଅନସ୍‌ ସୈୟଦ ମା’, ବାପା ହୋଇଛନ୍ତି। ସନା ଖାନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏ ବିଷୟରେ ସନା ନିଜେ ନିଜର ଇନ୍‌ଷ୍ଟାଗ୍ରାମରୁ ପୋଷ୍ଟ୍‍ ସେୟାର କରି ଏହି ଖୁସି ଖବର ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି। ସେ ବହୁତ ରୋଚକ ଢଙ୍ଗରେ ଶିଶୁପୁତ୍ର ଜନ୍ମ…

ବୁର୍ଜ ଖଲିଫାରେ ୨୪ କ୍ୟାରେଟ୍‌ ସୁନା ଚା’ ପିଇଲେ ଅଭିନେତ୍ରୀ ସାନା ଖାନ, ଚା’ର ଦାମ୍‌ ୩୧୯୦ ଟଙ୍କା

ବିଗବସ୍‌ ଫେମ୍‌ ସାନା ଖାନ ପୁଣିଥରେ ଚର୍ଚ୍ଚାରେ। ଏଥର କିନ୍ତୁ ୨୪ କ୍ୟାରେଟ ସୁନା ଚା’ ପିଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସାନା। ହୁଏତ ଆପଣ ଏକଥାକୁ ଜାଣିବା ପରେ ବିଶ୍ୱାସ କରିପାରୁନଥିବେ ଯେ, ୨୪ କ୍ୟାରେଟ ସୁନା ଜିନିଷ କଥା ଆମେ ଜାଣିଛୁ, କିନ୍ତୁ ୨୪ କ୍ୟାରେଟ୍‌ ସୁନା ଚା’ ହୁଏତ…

ବିବାହ ବନ୍ଧନରେ ବାନ୍ଧି ହେଲେ ସନା ଖାନ୍‌, ପରିବାର ଲୋକଙ୍କ ସାମ୍ନାରେ ଏହି ବ୍ୟକ୍ତିଙ୍କୁ କହିଲେ ‘କୁବୁଲ ହେ’

ହାତକୁ ଦି ହାତ ହୋଇଛନ୍ତି ପୂର୍ବ ଅଭିନେତ୍ରୀ ସନା ଖାନ୍‌। ଫିଲ୍ମ ଇଣ୍ଡଷ୍ଟ୍ରୀରୁ ସନ୍ନ୍ୟାସ ନେଇ ଇସଲାମ୍‌ ଧର୍ମର ପ୍ରଚାରପ୍ରସାରରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଘୋଷଣା କରିଥିବା ସନା ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ନିକାହ କରିଛନ୍ତି। ଗୁଜରାଟର ସୁରତରେ ପରିବାର ଲୋକଙ୍କ ଉପସ୍ଥିତିରେ…

ବଲିଉଡରୁ ବିଦାୟ ନେଲେ ବିଗ ବସ ଫେମ ସନା ଖାନ, ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦେଲେ ଏହି ମେସେଜ

ବିଗ ବସ ଫେମ ସନା ଖାନ ଗୁରୁବାର ବଲିଉଡ ଇଣ୍ଡଷ୍ଟ୍ରିରୁ ବିଦାୟ ନେବା ନେଇ ଘୋଷଣା କରିଛନ୍ତି ବଲିଉଡରୁ ବିଦାୟ ନେଲେ ସନା । ସୋସିଆଲ ମିଡ଼ିଆରେ ଏକ ମେସେଜ ପୋଷ୍ଟ କରି ସନା ନିଜର ଏହି ନିଷ୍ପତ୍ତି ବାବଦରେ ଘୋଷଣା କରିଛନ୍ତି ବଲିଉଡରୁ ବିଦାୟ ନେଲେ ସନା ଏହା ପୂର୍ବରୁ କାଶ୍ମୀର ଗାର୍ଲ ତଥା ବଲିଉଡ…

ବୟଫ୍ରେଣ୍ଡଙ୍କ ସହ ବେକ୍ରଅପ୍‌ ପରେ ଡିପ୍ରେସନ୍‌ରେ ବିଗ୍‌ ବସ୍‌ର ଏହି ପୂର୍ବ ପ୍ରତିଯୋଗୀ, ଜାଣନ୍ତୁ ସେ କିଏ ?

ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଏବଂ ବିଗ୍‌ ବସ୍‌ର ପୂର୍ବ ପ୍ରତିଯୋଗୀ ସନା ଖାନ୍‌ ବେକ୍ରଅପ୍‌ କାରଣରୁ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଗତ କିଛି ଦିନ ହେବ ସେ ସୋସିଆଲ ମିଡିଆରେ ନିଜର ବେକ୍ରଅପ୍‌ ବିଷୟରେ ଖୁଲାସା କରିଥିଲେ। ସେ ବହୁତ ଦିନ ଧରି ଡ୍ୟାନ୍ସର ଏବଂ କୋରିଓଗ୍ରାଫର ମେଲଓ୍ଵିନ…