ଚନ୍ଦନ କାଠ ମାଫିଆ ଗିରଫ, ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚନ୍ଦନ କାଠ ସହ କାର ଜବତ
କୋରାପୁଟ : ପଟାଙ୍ଗି ଥାନା ପୋଲିସ ଦ୍ବାରା ଚନ୍ଦନ କାଠ ମାଫିଆ ଗିରଫ । ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚନ୍ଦନ କାଠ ସହ କାର ଜବତ । ଗିରଫ ଜଣକ ହେଲେ କାମା ପାଙ୍ଗି । ଘର ମାଳିପୁଙ୍ଗାର । ବାହାର ରାଜ୍ୟକୁ ଚାଲାଣ କରିବାକୁ ପ୍ରସ୍ତୁତ ଚଲାଇଥିବାବେଳେ ପଟାଙ୍ଗି ପୋଲିସ ଅତର୍କିତ ଭାବେ ଚଡାଉ କରି ୧…