Browsing Tag

sanju samsan

ସଞ୍ଜୁ ସାମସନଙ୍କ ଛକାରେ ମହିଳା ଆହତ, ସିଧା ମୁହଁରେ ଯାଇ ବାଜିଲା ବଲ୍, କ୍ଷମା ମାଗିଲେ ସଞ୍ଜୁ

ଜୋହାନ୍ସବର୍ଗର ଐତିହାସିକ ୱାଣ୍ଡରର୍ସ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ର ଅନ୍ତିମ ମ୍ୟାଚ୍ ଜିତି ସିରିଜ ଉପରେ କବଜା କରିଛି । ଘରୋଇ ଦକ୍ଷିଣ ଆଫ୍ରିକାକୁ ୩-୧ରେ ମାତ ଦେଇଛି ସୂର୍ଯ୍ୟକୁମାର ଯାଦବଙ୍କ ଭାରତୀୟ ଟିମ୍ । ଶେଷ ମ୍ୟାଚରେ ସଞ୍ଜୁ ସାମସନଙ୍କ…

ସଞ୍ଜୁ ସାମସନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, କାଟିଲା ୩୦ ପ୍ରତିଶତ ମ୍ୟାଚ୍‌ ଫି

ଆଇପିଏଲ୍‌ ୨୦୨୪ ମଧ୍ୟରେ ବିସିସିଆଇ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ରାଜସ୍ଥାନ ରୟାଲ୍ସ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ ଖେଳିଥିଲା । ଏହି ମ୍ୟାଚରେ ସଞ୍ଜୁ ସାମସନ ଅମ୍ପାୟରଙ୍କ ସହିତ ଯୁକ୍ତିତର୍କ କରୁଥିବାର ନଜର ଆସିଥିଲେ ।…

ରିଷଭଙ୍କ ପରେ ସଞ୍ଜୁ ସାମସନ ଦେବେ ଜରିମାନା, ଗୁଜରାଟ ବିପକ୍ଷ ମ୍ୟାଚରେ କଲେ ଭୁଲ୍‌

ରାଜସ୍ଥାନ ରୟାଲ୍ସର ବିଜୟ ରଥରେ ବ୍ରେକ ଲଗାଇଛି ଗୁଜରାଟ ଟାଇଟନ୍ସ । ସଞ୍ଜୁ ସାମସନଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସ ଟିମ୍‌ ଆଇପିଏଲ୍‌ ଚଳିତ ସିଜିନରେ ପ୍ରଥମ ମ୍ୟାଚ ହାରିଛି । ଗୁଜରାଟ ଟାଇଟନ୍ସ ରୋମାଞ୍ଚକ ମ୍ୟାଚରେ ରାଜସ୍ଥାନକୁ ଶେଷ ବଲରେ ହରାଇଛି । ଆଉ ଏହି ପରାଜୟ ପରେ ରାଜସ୍ଥାନର…

ଫ୍ୟାନ୍ସଙ୍କୁ ଖୁସି କରିବାକୁ ସଞ୍ଜୁ ସାମସନଙ୍କ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଲେ ସୂର୍ଯ୍ୟକୁମାର ଯାଦବ, ଫଟୋ ଭାଇରଲ

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବାରବାଡୋସରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତିସାରିଛି ଭାରତ । ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ଆଉ ଫିଲ୍ଡିଂ କରିବାକୁ ଆସିଥିବା ବେଳେ ସଞ୍ଜୁ ସାମସନଙ୍କ ଜର୍ସି ଦେଖି ଫ୍ୟାନ୍ସ ଖୁସିରେ ଝୁମି ଉଠିଥିଲେ । ସଞ୍ଜୁ ସାମସନ…

ଦକ୍ଷିଣ ଆଫ୍ରିକା ବିପକ୍ଷ ସ୍କ୍ଵାର୍ଡରେ ସାମିଲ ହୋଇନାହାନ୍ତି ସଞ୍ଜୁ ସାମସନ, ହେଲେ ଷ୍ଟାଡିୟମ ବାହାରେ ଫ୍ୟାନ୍ସ…

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠାରୁ ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍‌ ଥିରୁଅନ୍ତନପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କରାଯିବ। ଏଥିପାଇଁ ଟିମ୍‌ ଘୋଷଣା ହୋଇସାରିଛି। ଟିମରୁ ସଞ୍ଜୁ ସାମସନ ବାଦ୍‌ ପଡିଛନ୍ତି ହେଲେ ଷ୍ଟାଡିୟମ ବାହାରେ ସଞ୍ଜୁ ସାମସନଙ୍କ…

ଥରୁର-ଗମ୍ଭୀର କଥା କଟାକଟି ପରେ ନିଜେ ମୁହଁ ଖୋଲିଲେ ସଞ୍ଜୁ ସାମସନ, ସାକ୍ଷାତ୍କାରରେ ଧୋନିଙ୍କ ବିଷୟରେ କହିଲେ ଏମିତି…

ଚଳିତ ଥର ଆଇପିଏଲ ସିଜିନରେ ରାଜସ୍ଥାନ ରୟାଲ୍ସ ଟିମର ବ୍ୟାଟ୍ସମ୍ୟାନ ତଥା ବ୍ଵିକେଟ କିପର ସଞ୍ଜୁ ସାମସନଙ୍କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ତାଙ୍କ ଚମତ୍କାର ବ୍ୟାଟିଂକୁ ଲକ୍ଷ କରି ଶଶୀ ଥରୁର ତାଙ୍କୁ ଆଗାମୀ ଦିନର ମହେନ୍ଦ୍ର ସିଂହ ଧୋନିର ଆଖ୍ୟା ଦେଇଥିବା ବେଳେ ଶଶୀଙ୍କ ଏହି ବକ୍ତବ୍ୟକୁ…