Below header
Browsing Tag

sankaracharya

ଶ୍ରୀମନ୍ଦିର ଖୋଲିବାକୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ, ଜାରି କଲେ ଏକ ଭିଡିଓ ବାର୍ତ୍ତା

ପୁରୀ: ରାଜ୍ୟରେ କେବେ ଖୋଲିବ ମନ୍ଦିର। କୋଭିଡ୍‌ କଟକଣା ପାଇଁ ସମସ୍ତ ମନ୍ଦିର ବନ୍ଦ ରହିଛି। ଫଳରେ ଜୀବନ ଜୀବିକା ହରାଇଥିବା ପୂଜକ ଓ ସେବାୟତଙ୍କ ସମସ୍ୟା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଏକ ଭିଡିଓ ବାର୍ତ୍ତା ଜାରି କରି ମନ୍ଦିର ସେବକ…

ରଥାରୁଢ଼ ୩ ଠାକୁରଙ୍କୁ ଦର୍ଶନ କଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ

ପୁରୀ: ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି । ଇତିମଧ୍ୟରେ ସରିଛି ତିନି ଠାକୁରଙ୍କ ପହଣ୍ଡି ବିଜେ । ତିନି ଠାକୁରଙ୍କ ପହଣ୍ଡି ସରି ରଥାରୁଢ଼ ହୋଇସାରିଛନ୍ତି । କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଥିବାବେଳେ କେବଳ ନିର୍ଦ୍ଧାରିତ ସଂଖ୍ୟକ…

ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ : ଶଙ୍କରାଚାର୍ଯ୍ୟ

ପୁରୀ: ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା । ଏଭଳି ବିଷମ ପରିସ୍ଥିତିରେ କୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ବିକଳ୍ପ ବ୍ୟବସ୍ଥା ନେଇ ପରିଚାଳନା କମିଟି ଓ ସେବାୟତଙ୍କ ଆଲୋଚନା ପରେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ । ଆଲୋଚନା ବେଳେ ଆଇନ…

ଶ୍ରୀମନ୍ଦିର ସଂସ୍କାର ପାଇଁ ଆଗକୁ ଆସିଲେ ଶଙ୍କରାଚାର୍ଯ୍ୟ, ପ୍ରତି ୩ ମାସରେ ଥରେ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ…

ପୁରୀ : ବାରମ୍ବାର ନୀତି ବିଭ୍ରାଟ। ଦର୍ଶନରେ ବିଶୃଙ୍ଖଳା । ଶ୍ରୀମନ୍ଦିର ପରିଚାଳନା ଓ ପ୍ରଶାସନିକ ତ୍ରୁଟିକୁ ଦୂର କରିବା ପାଇଁ ଶେଷରେ ଆଗକୁ ଆସିଲେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ଜଗତଗୁରୁଙ୍କ ଅଧ୍ୟକ୍ଷତାରେ ଗୋବର୍ଦ୍ଧନ ପୀଠରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଏଥିରେ…