Below header
Browsing Tag

school admission

ବିଦ୍ୟାଳୟରେ ନାମଲେଖା ବେଳେ ଆଧାର ବାଧ୍ୟତାମୂଳକ ନୁହେଁ, ଜିଲ୍ଲା ଶିକ୍ଷାଧିକାରୀଂକୁ ଚିଠି ଲେଖିଲେ ସଚିବ ଅଶ୍ବସ୍ତି ଏସ

ବିଦ୍ୟାଳୟରେ ନାମଲେଖା ବେଳେ ଆଧାର ବାଧ୍ୟତାମୂଳକ ନୁହେଁ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଂକୁ ଚିଠି ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବସ୍ତି ଏସ। ଆଧାର କାର୍ଡ ନଥିଲେ ବି ଛାତ୍ରଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇପାରିବେ । ତେଣୁ ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି…

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି : ଏଣିକି ୬ ବର୍ଷରେ କ୍ଲାସ୍ ଓ୍ବାନ୍ ପଢ଼ିବେ ପିଲା

(କେନ୍ୟୁଜ): ବଦଳିଲା ନାମଲେଖା ବୟସ ସୀମା, ଏଣିକି ୬ବର୍ଷରେ କ୍ଲାସ୍ ଓ୍ବାନ୍ ପଢ଼ିବେ ପିଲା। ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ୬ବର୍ଷ ବୟସରେ ପିଲାଙ୍କର ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଅଭିଭାବକ। ନୂଆ ଶିକ୍ଷାନୀତି ଅନୁସାରେ ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ…

ପିଲାଙ୍କୁ ‘ନବୋଦୟ’ରେ ଦେବାର ଅଛି କି…ଜାରି ହୋଇଯାଇଛି ବିଜ୍ଞପ୍ତି; ଫଟାଫଟ୍‌ କରନ୍ତୁ ଆବେଦନ

ପିଲାଙ୍କ ପାଠପଢ଼ାକୁ ନେଇ ବାପା, ମାଆଙ୍କର ଅନେକ ସ୍ୱପ୍ନ ଥାଏ। ପିଲାମାନେ ଯେପରି ଭଲ ସ୍କୁଲରେ ପାଠ ପଢ଼ିବେ, ସ୍କୁଲର ପରିବେଶ ଯେପରି ଭଲ ଥିବ, ତାହାକୁ ନେଇ ବାପା, ମାଆମାନେ ବହୁ ତର୍ଜମା କରି ଥାଆନ୍ତି। ଅନେକ ବାପା, ମାଆ ଆଶା ରଖି ଥାଆନ୍ତି ଯେ ସେମାନେ ନିଜ ପିଲାମାନଙ୍କୁ ନବୋଦୟ ବିଦ୍ୟାଳୟରେ…

ଆଜିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆରମ୍ଭ ହୋଇଛି ନାମଲେଖା, ସକାଳ ୭ଟାରୁ ସାଢେ ୯ଟା ଯାଏ ଚାଲିବ…

ଭୁବନେଶ୍ବର: ଆଜିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆରମ୍ଭ ହୋଇଛି ନାମଲେଖା। ସକାଳ ୭ଟାରୁ ସାଢେ ୯ଟା ଯାଏ ଚାଲିବ ନାମଲେଖା ପ୍ରକ୍ରିୟା। କୋଭିଡ୍‌ କଟକଣା ଭିତରେ ନାମଲେଖା ଚାଲିଛି। ଆଜିଠାରୁ ନାମଲେଖା ଆରମ୍ଭ ହୋଇ ମେ ୩୧ ତାରିଖ ସୁଦ୍ଧା ଶେଷ ହେବ। ଏକା ସାଙ୍ଗରେ ସ୍କୁଲ…

କାଲିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆରମ୍ଭ ହେବ ନାମଲେଖା

କେନ୍ୟୁଜ୍(ବ୍ୟୁରୋ):  କାଲିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆରମ୍ଭ ହେବ ନାମଲେଖା। ଏନେଇ ଆଜି ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ବିଧିବଦ୍ଧ ଜଣାଇଛନ୍ତି। ରାଜ୍ୟର ସମସ୍ତ ଡିଇଓ, ବିଇଓ ଏବଂ ଡିପିସିମାନଙ୍କୁ ଚିଠି ଲେଖିଛି ଗଣଶିକ୍ଷା ବିଭାଗ। କାଲିଠାରୁ ଆରମ୍ଭ ହୋଇ ମେ…

୨୦୨୦-୨୧ ବର୍ଷ ସ୍କୁଲରେ ନାମଲେଖା ପାଇଁ SOP ଜାରି କଲା ଗଣଶିକ୍ଷା ବିଭାଗ

କେନ୍ଯୁଜ୍: ସ୍କୁଲରେ ନାମଲେଖା ପାଇଁ SOP । ୨୦୨୦-୨୧ ବର୍ଷ ସ୍କୁଲରେ ନାମଲେଖା ପାଇଁ SOP ଜାରି କରିଛି ଗଣଶିକ୍ଷା ବିଭାଗ। ଏନେଇ ନାମଲେଖା ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତି ଅନାବଶ୍ୟକ । ୧ମ ଶ୍ରେଣୀ ପିଲାଙ୍କ ନାମଲେଖା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲିକା ମଗାଯିବ ।…