ଭୋପାଳ ସଚିବାଳୟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗିବା ବେଳେ ମୁଖ୍ୟମନ୍ତ୍ରୀ ଥିଲେ ଉପସ୍ଥିତ
ଭୋପାଳ ସ୍ଥିତ ରାଜ୍ୟ ସେକ୍ରେଟାରିଏଟରେ ଭୟଙ୍କର ଅଗ୍ନିକାଣ୍ଡ । ଭୋପାଳ ସ୍ଥିତ ମଧ୍ୟପ୍ରଦେଶର ସଚିବାଳୟ ବଲ୍ଲଭ ଭବନରେ ନିଆଁ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଜୋରସୋରରେ ଉଦ୍ୟମ ଚଳାଇଛି । ଚତୁର୍ଥ ମହଲାରେ ନିଆଁ ଲାଗିଛି । ନିଆଁ ଲାଗିବା ସମୟରେ…