Below header
Browsing Tag

sex racket

ରାୟଗଡ଼ା : ପ୍ରାୟ ବର୍ଷେ ହେବ ସହରରେ ଚାଲିଥିଲା ଦେହ ବ୍ୟବସାୟ

ରାୟଗଡ଼ା (କେ ନ୍ୟୁଜ୍‌) : ରାୟଗଡ଼ାରେ ଧରିପଡ଼ିଲା ସେକ୍ସ ର‍୍ୟାକେଟ୍‌। ଜଣେ ମହିଳାଙ୍କ ସମେତ ୭ଜଣଙ୍କୁ ଗିରଫ କରିଛି ରାୟଗଡ଼ା ଟାଉନ୍‌ ଥାନା ପୋଲିସ। ଦେହ ବ୍ୟବସାୟ ଚାଲିଥିବା ଖବର ପାଇ ପୋଲିସ ଏକ ଭଡ଼ା ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏକ କୋଠରୀରେ ଥିବା ୭ଜଣଙ୍କୁ ଗିରଫ କରାଯାଇଥିଲା।…

ଚୌଦ୍ବାର : ଫାର୍ମ ହାଉସରୁ ସେକ୍ସ ରାକେଟର ପର୍ଦ୍ଦାଫାସ ପରେ ୪ ଗିରଫ, ନଦୀକୁ ଡେଇଁ ଚମ୍ପଟ ମାରିଲେ ଯୁବକ

କଟକ(କେନ୍ଯୁଜ୍) : କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ମଣ୍ଡାପଡ଼ା ଗାଁ ନିକଟ ଏକ ଫାର୍ମ ହାଉସରୁ ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ଘଟଣାରେ ଫାର୍ମା ହାଉସର କେୟାର ଟେକରଙ୍କ ସହ ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ । ଫାର୍ମା ହାଉସଟି ବୀରୁପା ନଦୀ କୂଳରେ ରହିଛି । ଚଢ଼ାଉ…

ସମ୍ବଲପୁରରେ ସେକ୍ସ ରାକେଟ୍ ଠାବ : ୧୫ ଜଣ ଯୁବତୀ ଉଦ୍ଧାର, ୭ ଗ୍ରାହକ ଅଟକ

ସମ୍ବଲପୁର : ଅଇଁଠାପାଲି ଶକ୍ତି ନଗରରେ ବଡ଼ ଧରଣର ସେକ୍ସ ରାକେଟ୍‌ ଠାବ । ୧୫ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୭ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରାଉଚରା କରୁଛି ଅଇଁଠାପାଲି ପୋଲିସ । ଘର ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ସହ ୩ଟି ବାଇକ୍‌ ଜବତ ହୋଇଛି । ଏହି ଅଞ୍ଚଳରେ ଏକ ଅର୍ଦ୍ଧନିର୍ମିତ ଘର…