Browsing Tag

sexually assault

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ତଦନ୍ତ କଲେ ଏସ୍ ପି

ନବରଙ୍ଗପୁର : ରଜ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାରେ ତଦନ୍ତ କଲେ ନବରଙ୍ଗପୁର ଏସ୍ ପି ।  ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ରଜ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣା ରେ ନବରଙ୍ଗପୁର ଏସ୍ପି ଜଗଦୀଶ ପାର୍ଥ କଶ୍ୟପ…

ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ଇଞ୍ଜିନିୟର ଛାତ୍ର ଗିରଫ

ଭୁବନେଶ୍ୱର : ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ଦୁଷ୍କର୍ମ  ।  ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଇଞ୍ଜିନିୟର ଛାତ୍ର ଗିରଫ । ପ୍ରେମ ପ୍ରତାରଣା ଓ ଭାଇରାଲ ଭିଡିଓ ମାମଲାରେ ଗିରଫ କଲା ଭୁବନେଶ୍ବର ଇନଫୋଭାଲି ପୋଲିସ ।  ଭିଡିଓ…

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ : ତାତିଲେ ଗ୍ରାମବାସୀ, ଭାଙ୍ଗିଲେ ତହସିଲଦାରଙ୍କ ଗାଡ଼ି

ରାଇରଙ୍ଗପୁର : ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ପ୍ରତିବାଦରେ ତାତିଲେ ଗ୍ରାମବାସୀ ।  ଭାଙ୍ଗିଲେ ତହସିଲଦାରଙ୍କ ଗାଡ଼ି ।  ମୟୂରଭଞ୍ଜ ଜିଲ୍ଲା ବହଳଦା ଏନଏଚ-୨୨୦ରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ।  ଗ୍ରାମବାସୀମାନେ ପୋଲିସକୁ ମରଣାନ୍ତକ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ।  ପୋଲିସ…

ଯୁବତୀଙ୍କ ସହ ଅମାନବୀୟ କାଣ୍ଡ, ଅଟୋ ଡ୍ରାଇଭର ସହ ୨ସହଯୋଗୀ ଗିରଫ

ବାଲିଗୁଡା : ପୁଣି ନିର୍ଭୟା କାଣ୍ଡ । ୬ଦିନ ଧରି ଗଣଦୁଷ୍କର୍ମ । ବନ୍ଦ କୋଠରୀରେ ୬ଦିନ ଧରି ଗଣଦୁଷ୍କର୍ମ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଚାଞ୍ଚଲ୍ୟ । ଯୁବତୀଙ୍କୁ ଅପହରଣ ପରେ ବନ୍ଦ କୋଠରୀରେ ଚାଲିଥିଲା ଅମାନବୀୟ କାଣ୍ଡ । ଅଟୋ ଡ୍ରାଇଭର ସହ ଦୁଇ ସହଯୋଗୀ ଗିରଫ । ସତରେ ଏ ଦୁନିଆରେ ଏଭଳି…

ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ 

ଚାନ୍ଦବାଲି : ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ଗିରଫ  । ଭଦ୍ରକ ଜିଲ୍ଲା ଧାମରା ଥାନା ଅଞ୍ଚଳରେ ଅବଦୁଲ ଅହମଦ ଖାନ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଧାମରା ପୋଲିସ । ଦୁଷ୍କର୍ମ ଉଦ୍ୟମ ନେଇ ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ସ୍ୱାମୀ ଜଣେ ଦିବ୍ୟାଙ୍ଗ । ଆଜି…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌

ବାଲେଶ୍ଵର : ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜୋରିମାନା । ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ରାୟ । ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜଜ ରଞ୍ଜନ କୁମାର ସୁତାର । ୧୪…

ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌

ସମ୍ବଲପୁର : ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଜରିମାନା ଅନାଦୟ ଆଉ ଏକ ବର୍ଷ ଅଧିକ ଜେଲ ଦଣ୍ଡାଦେଶ ରହିଛି l ଅଇଁଠାପାଲି ଥାନା ଅନ୍ତର୍ଗତ କେନାଲପଡାରେ ସୁବାଷ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଜଣେ ଭିନ୍ନକ୍ଷମ…

ସରକାରୀ ମୁଦ୍ରଣାଳୟ କର୍ମଚାରୀଙ୍କ ବିରୋଧରେ ଯୋୖନ ନିର୍ଯାତନା ଅଭିଯୋଗ

କଟକ : ଓଡ଼ିଶା ସରକାରୀ ମୁଦ୍ରଣାଳୟ କର୍ମଚାରୀଙ୍କ ବିରୋଧରେ ଯୋୖନ ନିର୍ଯାତନା ଅଭିଯୋଗ । କଟକ ଖପୁରିଆସ୍ଥିତ ସରକାରୀ ପ୍ରେସ କର୍ମଚାରୀଙ୍କ ନାଁରେ ଆସିଛି ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପ୍ରଶିକ୍ଷଣ ନେଉଥିବା ଜଣେ ଯୁବତୀ ।  ଏନେଇ ମଧୁପାଟଣା ଥାନାକୁ ଏକ ପତ୍ର ଜରିଆରେ ଅବଗତ କରିଛି ସରକାରୀ…

ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ କଲା ଯୁବକ, ପୋଲିସ ତଦନ୍ତ ଜାରି

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ଥାନା ଇଲାକାରେ ଚାଞ୍ଚଲ୍ୟ  l ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କ ଘରେ ପସି ବାପାକୁ ପଥରରେ ପିଟି ପିଟି ହତ୍ୟା ପରେ ଝିଅକୁ ଦୁଷ୍କର୍ମ କଲା ଜଣେ ଯୁବକ l  ଏମିତି ଘଟଣା ଦେଖିବାକୁ ମିଳିଛି ଆସିକା ଏନଏସି କଲୋନୀରେ  l ଏହି କଲୋନୀରେ ଦୋକାନ କରି ପରିବାର…

ପିଲାବେଳେ ଯୌନ ଶୋଷଣର ଶିକାର ହୋଇଥିଲେ କଙ୍ଗନା ରାଣାଓ୍ଵତ୍‌, ରିଆଲିଟି ଶୋ’ ଲକ୍‌ଅପ୍‌ରେ କଲେ ବଡ଼ ଖୁଲାସା

ପିଲା ବେଳେ ଶାରୀରିକ ଶୋଷଣର ଶିକାର ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ। ଟିଭି ରିଆଲିଟି ଶୋ’ ଲକ୍‌ଅପ୍‌ରେ ରବିବାର ପ୍ରସାରିତ ଏପିସୋଡ୍‌ରେ ସେ ଏନେଇ ଖୁଲାସା କରିଛନ୍ତି। କଙ୍ଗନା ରାଣାଓ୍ଵତଙ୍କ କହିବାନୁସାରେ, ତାଙ୍କୁ ପିଲା ବେଳେ ସେକ୍ସୁଆଲ ହାରାସ୍‌ମେଣ୍ଟର ସାମ୍ନା କରିବାକୁ…

ବିମାନ ଯାତ୍ରା ସମୟରେ ମହିଳାଙ୍କୁ ଯୌନ ଶୋଷଣ, ନିଜ ଆଡ଼କୁ ଟାଣି ସ୍ପର୍ଶ କରୁଥିଲେ ଅଙ୍ଗ, ଆମେରିକାରେ ଭାରତୀୟ…

ବିମାନ ଯାତ୍ରା ସମୟରେ ଯୌନ ଶୋଷଣ କରିବା ଅଭିଯୋଗରେ ଆମେରିକୀୟ ଫେଡେରାଲ ଜୁରୀ ୨୯ ବର୍ଷୀୟ ଜଣେ ଭାରତୀୟ ନାଗରିକଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ମାମଲାରେ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଛି। ଅଭିଯୁକ୍ତଙ୍କ ନାଁ ଶିବା କେ. ଦୁର୍ବେସୁଲା। ମାମଲାର ସମସ୍ତ ପ୍ରମାଣ ଏବଂ…

ସର୍ବପୁରାତନ ବିଶ୍ୱବିଦ୍ୟାଳୟରେ ଯୌନ ନିର୍ଯାତନା ଅଭିଯୋଗ, ଛାତ୍ରୀମାନେ ବଖାଣିଲେ ଅନୁଭୂତି

ଦୁନିଆର ସର୍ବପୁରାତନ ଓ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସେଣ୍ଟ ଏଣ୍ଡ୍ରୟୁଜ୍‌ ୟୁନିଭର୍ସିଟିରେ ଯୌନ ଶୋଷଣ ହୋଇଥିବା ଅଭିଯୋଗ ହୋଇଛି। ଡଜନେରୁ ଊର୍ଦ୍ଧ୍ୱ ଛାତ୍ରୀ ସୋସିଆଲ ମିଡିଆରେ ନିଜ ଅନୁଭୂତି ବଖାଣି କହିଛନ୍ତି ଯେ କ୍ୟାମ୍ପସରେ ତାଙ୍କ ସହ ଦୁଷ୍କର୍ମ ହୋଇଛି। ଇନ୍‌ଷ୍ଟାଗ୍ରାମ୍‌ରେ St Andrews…