Browsing Tag

shiva

ଭୁବନେଶ୍ବରରୁ ମୋଷ୍ଟ ୱାଣ୍ଟେଡ ଶିବା ଗିରଫ: ୩ଟା ଥାନାରେ ଥିଲା ୧୫ ମାମଲା

ଭୁବନେଶ୍ବର(କେନ୍ୟୁଜ୍):  ମୋଷ୍ଟ ୱାଣ୍ଟେଡ ଶିବା ଗିରଫ। ରାଜଧାନୀରେ ଚେନ ଝମ୍ପା ଗ୍ୟାଙ୍ଗକୁ ଧରିଲା ଖଣ୍ଡଗିରି ଥାନା ପୁଲିସ। ବାପାଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବ କହି ପାରୋଲୋରେ ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଆସିଥିଲା ଶିବା । ସେବେଠୁ ପାରୋଲୋରେ ଆସି ୫ ଜଣଙ୍କ ଚେନ ଛଡାଇ ଫେରାର ଥିଲା…

ପ୍ରତି ସୋମବାର ଦିନ ପାଠ କରନ୍ତୁ ଶିବଙ୍କ ଏହି ସ୍ତୁତି, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା

ସୋମବାର ଦିନ ଦେବ ଦେବ ମହାଦେବଙ୍କ ପୂଜା କରାଯାଏ। ଏହି ଦିନ ଶିବଙ୍କ ଆରାଧନା କଲେ ଭଗବାନ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ମାନ୍ୟତା ରହିଛି ଯେ ସୋମବାର ଦିନ ଭଗବାନ ଶିବଙ୍କ ସ୍ତୁତି ପାଠ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ସ୍ତୁତି ଏତେ ପ୍ରଭାବଶାଳୀ ଯେ ଏହାକୁ ଶୁଣିବା…

ମହାଶିବରାତ୍ରୀରେ ନିଜ ରାଶି ଅନୁସାରେ ଏପରି ପାଇପାରିବେ ଶିବଙ୍କ କୃପା

ଆସନ୍ତା ଫେବୃଆରୀ ୨୧ରେ ମହାଶିବରାତ୍ରୀ ପର୍ବ ପାଳନ କରାଯିବ। ଏହି ଦିନ ଭଗବାନ ଶିବଙ୍କ ଭକ୍ତିରେ ଭକ୍ତର ସମସ୍ତ ପାପ ଏବଂ ଶଙ୍କଟ ଦୂର ହୋଇଯାଇଥାଏ। ଯଦି କୌଣସି ବ୍ୟକ୍ତି ଏହି ଦିନ ନିଜ ରାଶି ଅନୁଯାୟୀ ଶିବଙ୍କ ଆରଧନା କରିଥାନ୍ତି ତେବେ ଏହା ଅତ୍ୟନ୍ତ ଉତ୍ତମ ସଂଯୋଗ ହୋଇଥାଏ। ଆସନ୍ତୁ ଜାଣିବା…

ଭୁଲରେ ବି କରନ୍ତୁନି ଏହି କାମ ନଚେତ ଆପଣଙ୍କ ଉପରେ ପଡିଯିବ ଶିବଙ୍କ କୋପ ଦୃଷ୍ଟି, ଦିଅନ୍ତି କଠୋର ଦଣ୍ଡ

ସୋମବାରକୁ ଶିବଙ୍କର ଦିନ ବୋଲି ଧରାଯାଏ। କୁହାଯାଏ ଯେ ଏହି ଦିନରେ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯାଏ। ଏହି କାରଣରୁ ଶିବଙ୍କୁ ତାଙ୍କ ଭକ୍ତ ଭୋଳାନାଥ କହନ୍ତି। କୁହାଯାଏ ଯେ ଯେଉଁ ବ୍ୟକ୍ତି ଭୋଳାନାଥଙ୍କୁ ସତ୍‌ ମନରେ ଡାକନ୍ତି ସେ ତାଙ୍କର ସମସ୍ତ…

ଭଗବାନ ରାମଙ୍କ ବିଶ୍ରାମ ଓ ଭୋଳାନାଥଙ୍କ ନୃତ୍ୟର ମୂକସାକ୍ଷୀ ଏହି ପର୍ବତ

ଉତ୍ତର ପ୍ରଦେଶର ମହବା ଠାରେ ସ୍ଥିତ ଏକ ମନ୍ଦିର । କାନପୁର ସହର ନିକଟବର୍ତ୍ତୀ ଏହି ମନ୍ଦିରଟି ଗୋରଖ ଗିରି ପର୍ବତ ଉପରେ ଅବସ୍ଥିତ । ପ୍ରକୃତରେ ଏହା ମହାକାଳ ଶିବଙ୍କ ମନ୍ଦିର ହୋଇଥିଲେ ମଧ୍ୟ ଏହା ପ୍ରଭୁ ଶ୍ରୀରାମ, ଭାଇ ଲକ୍ଷ୍ମଣ, ଓ ଦେବୀ ସୀତା ଙ୍କର ସ୍ପର୍ଶ ତ୍ରେତୟା ପାଇଥିବା ବିଶ୍ୱାସ…