Browsing Tag

Shocking Incident

ସୁଟକେସରୁ ମିଳିଲା ୨ ବର୍ଷର ଜୀବିତ ଝିଅ, ମହିଳାଙ୍କୁ ଗିରଫ

ନ୍ୟୁଜିଲ୍ୟାଣ୍ଡରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ସୁଟକେସରେ ୨ ବର୍ଷର ଝିଅ ଜୀବିତ ମିଳିବା ପରେ ଶିଶୁ ଅବହେଳା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଏହି ଘଟଣା ସମ୍ପର୍କରେ ଅଧିକାରୀମାନେ ସୂଚନା ଦେଇଛନ୍ତି । ଅଧିକାରୀମାନେ କହିଛନ୍ତି ଯେ ବସ୍ ଡ୍ରାଇଭର…

ଚଳନ୍ତା କାରରେ ମହିଳାଙ୍କୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ, ରାସ୍ତାକଡରେ ମହିଳାଙ୍କୁ ଫିଙ୍ଗି ଚାଲିଗଲା ଅଭିଯୁକ୍ତ

ପୁନେ : ମହାରାଷ୍ଟ୍ରରେ ଥିବା ପୁନେ ଜିଲ୍ଲାରେ ଏକ ଘଟଣା ନଜରକୁ ଆସିଛି । ୨୩ ବର୍ଷର ଏକ ମହିଳାଙ୍କର ଅପହରଣ କରାଯାଇଛି  ।  ଏହାପରେ ଚଳନ୍ତା କାରରେ ତାଙ୍କ ସହ ଦୁଷ୍କର୍ମ ହୋଇଛି । ପରେ ତାଙ୍କୁ ରାସ୍ତା ପାଖରେ ଫୋପାଡି ଦିଆ ଯାଇଛି  ।  ଏଭଳି ଏକ ଘଟଣା ଶୁକ୍ରବାର ଓ ଶନିବାର ରାତି ମଧ୍ୟରେ…

ନାଗ ସାପକୁ ଦାନ୍ତରେ କାମୁଡି ଦୁଇଖଣ୍ଡ କଲା ୧ ବର୍ଷର ଶିଶୁ, କୁନିପୁଅ ହସ୍ପିଟାଲରେ ଭର୍ତ୍ତି

ବିହାର : ବିହାରରୁ ଏକ ଅଜବ ଘଟଣା ସାମନାକୁ ଆସୁଛି ।  ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ହଁ ଆଜ୍ଞା ଏକ ବର୍ଷର କୁନି ଶିଶୁପୁତ୍ର ବିଶାକ୍ତ ସାପଟିକୁ ଦାନ୍ତରେ କାମୁଡ଼ି ଦେଇଛି । ଯାହାଫଳରେ ସାପଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ତେବେ ସାପକୁ କାମୁଡି ଥିବା କୁନିପୁଅ କିଛି…

ମା’ର ଅବହେଳା ହେତୁ ଝିଅର ଗଲା ଜୀବନ, ୧୨ ମହଲାରୁ ଖସି ୪ ବର୍ଷର ଝିଅର ମୃତ୍ୟୁ

ମୁମ୍ବାଇର ନାଇଗାଓଁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ୧୨ ମହଲା ଝରକାରୁ ପଡ଼ି ଜଣେ ୪ ବର୍ଷ ଝିଅର ମୃତ୍ୟୁ ହୋଇଛି । ତାଙ୍କର ନାମ ଅନ୍ବିକା ପ୍ରଜାପତି । ବୁଧବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ନାଭାକର ସିଟିରେ ଏକ ଦୁର୍ଘଟଣା ଘଟିଥିଲା, ଯେତେବେଳେ ଅନ୍ବିକାଙ୍କୁ ତାଙ୍କ ମାଆ…

ବିନାଶ କାଳେ ବିପରୀତ ବୁଦ୍ଧି, ଶ୍ରାବଣ ମାସରେ ଶିବଲିଙ୍ଗ ଚୋରି କରିନେଲା ଦୁର୍ବୃତ୍ତ

ବିନାଶ କାଳେ ବିପରୀତ ବୁଦ୍ଧି । ଶ୍ରାବଣ ମାସରେ ଶିବଲିଙ୍ଗ ଚୋରି । କଥାରେ ଅଛି…ଆପଣା ହିତ ପରକୁ ଦେଇ ଶିବ ପଳେଇଲେ ଲଙ୍ଗଳା ହୋଇ । … ଏଠି ସେମିତି କିଛି କରିଛନ୍ତି ଲୁଟେରାମାନେ । ମହାଦେବଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି । ଲୁଟିଛନ୍ତି ସ୍ୱୟଂ ମହାଦେବଙ୍କୁ । ଦାନ ବାକ୍ସ ତ ନେଲେ ତା' ସହିତ…

ବିବାହ ପରେ ହେଲା ଯୁକ୍ତିତର୍କ, ସାମାନ୍ୟ ମଟନ ଖଣ୍ଡ ପାଇଁ ଚାଲିଗଲା ଜୀବନ

କର୍ଣ୍ଣାଟକର ବେଲାଗାଭି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିବାହ ପରେ ଏକ ଭୋଜି ସମୟରେ, ଏକ ମାଂସ ଖଣ୍ଡକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ, ବିବାଦ ଏତେ ବଢ଼ି ଯାଇଥିଲା ଯେ ଜଣେ ୩୦ ବର୍ଷୀୟ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା । ଏହି ଘଟଣା…

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ, ଜଣାପଡ଼ିଲା ସତ !

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ପ୍ରାରମ୍ଭିକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ…

ନୂଆପଡ଼ାରେ ଅଭାବନୀୟ ଘଟଣା, କୁକୁଡ଼ା ଫାର୍ମ କାନ୍ଥ ପଡ଼ି ୨ ମହିଳା ମୃତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଲଖନା ପଟକରପାଲି ଗାଁରେ ଅଭାବନୀୟ ଘଟଣା ।  କୁକୁଡ଼ା ଫାର୍ମ କାନ୍ଥ ଭୁଶୁଡ଼ି ପଡ଼ି ଦୁଇ ଜଣ ମହିଳା ମୃତ ।  ଇଟାକାନ୍ଥ ପଡ଼ି ଶାଶୂ ଓ ନାତୁଣୀ ବୋହୂ ମୃତ।  ମୃତକ ହେଲେ ବାଳମତି ଶବର ଓ ଖୁଡ଼ି ରୂପେ ଶବର । ଏଥିରେ ବାଳମତିଙ୍କ ପୁଅ ରିଧି ଶବର ଗୁରୁତର ଆହତ ହୋଇଛନ୍ତି…

ଚିତାବାଘ ସହ ମଣିଷର ସଂଘର୍ଷ, ଜୀବନକୁ ବାଜି ଲଗାଇ ଦେଖାଇଲେ ସାହସିକତା

ଉତ୍ତର ପ୍ରଦେଶର ଲଖିମପୁର ଖେରି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଧୌରାହରା ଥାନା ଅଞ୍ଚଳର ବାବୁରୀ ଗାଁରେ ଜଙ୍ଗଲରୁ ପଳାଇ ଆସିଥିବା ଏକ ଚିତାବାଘକୁ ସେଠାରେ କାମ କରୁଥିବା ଜଣେ ଯୁବକ ଧରି ପକାଇଥିଲେ । ଏହା ପରେ, ଘଟଣାସ୍ଥଳରେ ଉପସ୍ଥିତ ଥିବା ଭିଡ଼ ଚିତାବାଘ ଉପରେ ଇଟା…

ଝିଅର ମୃତଦେହ ବିକ୍ରି କଲେ ବାପା ମା, କାରଣ ଜାଣିଲେ ଆପଣ ବି ହୋଇଯିବେ ହତବାକ

ଏହି ଦୁନିଆ ବହୁତ ଅଦ୍ଭୁତ । ଆଜିକାଲି ଏଭଳି ସବୁ ଅଦ୍ଭୁତ ଜିନିଷ ଘଟୁଛି ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । କୁହାଯାଏ ଏହି ଦୁନିଆରେ ବାପା ମା' ହି ସବୁଠୁ ନିଜର । କିନ୍ତୁ ଏହି ଘଟଣା ଶୁଣିଲେ ଆପଣଙ୍କର ତାହା ଉପରୁ ମଧ୍ୟ ଭରସା ଉଠିଯିବ । କାରଣ ପଇସା ପାଇଁ ବାପା ମା ନିଜ ଝିଅର…

ଦାରିଦ୍ର୍ୟର ହୃଦୟ ବିଦାରକ ଚିତ୍ର, ବାଉଁଶରେ ଶବକୁ ବାନ୍ଧି ବୋହିଲେ ସ୍ୱାମୀ ଓ ଶ୍ୱଶୁର ! ପଛେ ପଛେ ନାତିକୁ କାଖେଇ…

ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଛାତିକୁ ଥରାଇଦେବା ଭଳି ଚିତ୍ର ସାମ୍ନାକୁ ଆସିଛି। ଗଣ୍ଠିଲି ଭିତରେ ବୋହୁର ଶବ ରଖି ନାତି ଓ ପୁଅ ସହିତ ରାସ୍ତା ଉପରେ ବୁଲିଚାଲିଲେ ବୁଢ଼ା ଶ୍ୱଶୁର । ଅସହାୟ ଓ ଦାରିଦ୍ର୍ୟର ଏ କରୁଣ ଚିତ୍ର ଦେଖିଲେ ଯେ କେହି ବି ହୋଇଯିବ ମର୍ମାହତ । ଅତ୍ୟନ୍ତ ଦରିଦ୍ର ସୀମାରେଖା…

ଗର୍ଭବତୀ ମହିଳାଙ୍କୁ ବାଇକ୍‌ ରେ ବାନ୍ଧି ୨୦୦ ମିଟର ଘୋଷାଡି ନେଲା ମଦୁଆ ସ୍ୱାମୀ

ପିଲିଭିଟି (ୟୁପି) : ଗର୍ଭବତୀ ସ୍ତ୍ରୀକୁ ବାଇକରେ ବାନ୍ଧି ଘୋଷାଡି ନେବା ଭଳି ଏକ ଲୋମହର୍ଷଣ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶ ରେ । ମଦୁଆ ସ୍ୱାମୀ ଘଟାଇଛି ଏପରି ବର୍ବର କାଣ୍ଡ । ମହିଳାଙ୍କର ଭୁଲ ଏତିକି ଥିଲା ଯେ ସେ ସ୍ୱାମୀଙ୍କୁ ମଦ ପିଇବାରୁ ବାରଣ କରିଥିଲେ । ଏ ଘଟଣାରେ ପୋଲିସ ରାମଗୋପାଳକୁ…