Below header
Browsing Tag

shree ramayan yatra

ଆଜି ଟିଭିକୁ ଫେରୁଛି ଲୋକପ୍ରିୟ ଧାରାବାହିକ ‘ରାମାୟଣ’, ପୁରୁଣା ସ୍ମୃତିକୁ ମନେପକାଇଲେ ଅରୁଣ ଗୋଭିଲ୍

ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ହିନ୍ଦୀ ଟିଭି ଶୋ 'ରାମାୟଣ' ସୋମବାର (ଜୁଲାଇ ୩) ରୁ ଟେଲିଭିଜନରେ ଫେରିବାକୁ ଯାଉଥିବା ବେଳେ, ଏହା ସେମାରୁ ଟିଭି ଚ୍ୟାନେଲରେ ସନ୍ଧ୍ୟା ୭ଟା ୩୦ ମିନିଟରେ ପ୍ରସାରଣ ହେବ ।  ତେବେ ଏହି ଧାରାବାହିକରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଭେଟେରାନ୍…

ଜୁନ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାମାୟଣ ଯାତ୍ରା, IRCTC ପକ୍ଷରୁ ଜାରି ହେଲା ନୂଆ ଅଫର

ଯଦି ଆପଣ ବି କରୋନା ମାମଲା କମିବା ପରେ ଲମ୍ବା ଟୁର ଯିବା ନେଇ ପ୍ଳାନିଙ୍ଗ କରୁଛନ୍ତି ତେବେ ଏହି ଖବର ନିଶ୍ଚିତ ରୂପେ ଆପଣ ମାନଙ୍କ ଏହି ଖବର କାମରେ ଆସିବ । ଆଇଆରସିଟିସି ପକ୍ଷରୁ "ଭାରତ ଗୌରବ" ଟୁରିଷ୍ଟ ଟ୍ରେନ ଆରମ୍ଭ କରାଯାଇଛି । ଏହି ଟ୍ରେନରେ ଭଗବାନ ରାମଙ୍କ ଭକ୍ତ ମାନଙ୍କୁ ଅଯୋଧ୍ଷା,…

ଆଜିଠୁ ରାମଙ୍କ ତୀର୍ଥ ବୁଲାଇବ ଶ୍ରୀରାମାୟଣ ଏକ୍ସପ୍ରେସ୍, ଭାରତରୁ ଶ୍ରୀଲଙ୍କା

ଭାରତୀୟ ରେଳବାଇ ପକ୍ଷରୁ ଆଜି ଠାରୁ ଶୁଭାରମ୍ଭ ହେଉଛି ଶ୍ରୀରାମାୟଣ ଏକ୍ସପ୍ରେସ। ଏହି ପ୍ରଥମ ଟ୍ରେନଟି ଦିଲ୍ଲୀର ସଫଦରଜଙ୍ଗ ରେଲୱେ ଷ୍ଟେସନରୁ ବାହାରିବ। ୧୬ ଦିନର ଯାତ୍ରାରେ ଭଗବାନ ରାମଙ୍କ ଜୀବନକୁ ନେଇ ଜଡିତ ସବୁ ସ୍ଥାନକୁ ଲୋକମାନେ ଏହି ରେଳ ଯାତ୍ରା ସମୟରେ ଦର୍ଶନ କରିପାରିବେ। ଭାରତରୁ…