Browsing Tag

shri jaganatha rathyatra

ବାରିପଦାର ବାଳୁତ ଜଗନ୍ନାଥଙ୍କ ପରମ୍ପରା ସବୁଠୁ ନିଆରା

ପବିତ୍ର ରଥଯାତ୍ରା ଅବସରରେ ତିନିଠାକୁର ରଥାରୂଢ ହୋଇ ମାଉସୀ ମା' ମନ୍ଦିର ଯାଉଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମଧ୍ୟ ଚାଲିଛି ଏହି ପରମ୍ପରା । ମାତ୍ର ବାରିପଦା ରଥଯାତ୍ରାର କିଛି ରୀତି ନୀତି ରହିଛି ଯାହା ବେଶ୍‌ ନିଆରା। ଯେମିତି ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଆଗରେ ସଂକିର୍ତ୍ତନ ପଛରେ ଛେରା ପହଁରା । ହଜାର ହଜାର ଭକ୍ତଙ୍କ ସମାଗମରେ ବାଜୁଛି ଘଣ୍ଟ,ଶଙ୍ଖ,ବଜା,ଏହା ସହ ଭକ୍ତଙ୍କ ହୁଳହୁଳି ଏବଂ କରତାଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ଆଉ ଏହାରି ଭିତରେ ଝୁଲି ଝୁଲି ମନ୍ଦିରକୁ ଫେରୁଛନ୍ତି ପ୍ରଭୁ ଦଧିବାମନ । ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ…

ରାଜ୍ୟର ବିଭିନ୍ନ ସ୍ଥାନରେ ନିଆରା ଢ଼ଙ୍ଗରେ ପାଳିତ ହେଉଛି ରଥଯାତ୍ରା

ନିଆରା ଢଙ୍ଗରେ ରଥଯାତ୍ରା । ରଥ ନଥିଲା କି ରଥଟଣା ବି ନଥିଲା । ଏକ ଅଟୋକୁ ସଜାଇ ସେଥିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଜେ କରାଇ, ଘଣ୍ଟ-ମୃଦଙ୍ଗ ଓ ହରିବୋଲ ଧ୍ୱନିରେ ଗାଁ ପରିକ୍ରମା କରି ରଥଯାତ୍ରା ଆୟୋଜନ କରିଥିଲେ ଗ୍ରାମବାସୀ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ , ମାଧବରିଡା ଗାଁ…

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମହାପ୍ରଭୁଙ୍କ ନବଯୌବନ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ତ ସାରା ବିଶ୍ୱରେ ପ୍ରସିଦ୍ଧ। ତେଣୁ ମହାପ୍ରଭୁ ଜଗନ୍ନାଥଙ୍କର ଅଦ୍ୟାବିଧି ନୀତି ସବୁ ସ୍ଥାନରେ ପାଳନ କରାଯାଉଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କୋରାପୁଟରେ ପାଳିତ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଜଳ ହୋଇଉଠିଛି ସୁଦୂର କୋରାପୁଟ ଜିଲ୍ଲା। ଦୀର୍ଘ…