Below header
Browsing Tag

Shri Krishna Janmashtami

ନନ୍ଦୋତ୍ସବରେ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଏହି ସବୁ ଦ୍ରବ୍ୟ, ପୂରଣ ହେବ ଆପଣଙ୍କ ସବୁ ମନସ୍କାମନା

ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଭକ୍ତିର ଠାକୁର। ଭକ୍ତିର ସହ ତାଙ୍କୁ ଯିଏ ଆରଧନା କରେ ପ୍ରଭୁ ତାଙ୍କ କଥା ନିଶ୍ଚୟ ବୁଝିଥାନ୍ତି। ତେଣୁ ଆପଣ ତାଙ୍କୁ ଯେଉଁ ମନରେ ପୂଜା କରିବେ ସହିପରି ଫଳ ମଧ୍ୟ ପାଇବେ। ଜନ୍ମାଷ୍ଟମୀ ଉତ୍ସବ ପରେ ଏବେ ସବୁଠି ଚାଲିଛି ବାଳ ଗୋପାଳଙ୍କ ନନ୍ଦୋତ୍ସବ। ନନ୍ଦଗାଁର…

ଚଳିତବର୍ଷ ଜନ୍ମାଷ୍ଟମୀରେ ପଡୁଛି ଅଦ୍ଭୁତ ସଂଯୋଗ, ଜାଣନ୍ତୁ ପୂଜା କରିବାର କ’ଣ ରହିଛି ଫାଇଦା

ଭଗବାନ କୃଷ୍ଣଙ୍କ କୃପା ଏବଂ ଆଶୀର୍ବାଦ ପାଇବା ପାଇଁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପର୍ବ ସବୁଠାରୁ ଉତ୍ତମ। କୃଷ୍ଣ ଭକ୍ତ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି। ଏହିଦିନ ଭଗବାନ କୃଷ୍ଣଙ୍କ ମନ୍ଦିରକୁ ସଜାଇ ବ୍ରତ ରଖି ଆରାଧନା କରାଯାଏ। ମାନ୍ଯତା ଅନୁସାରେ, ଏହିଦିନ ଭଗବାନ ଶ୍ରୀ କୃଷ୍ଣଙ୍କ ପୂଜା…