Browsing Tag

shut down odisha

ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍‌, ଭୁବନେଶ୍ୱର ୨୦ ଓ କଟକରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ବର: ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳ ସଟଡାଉନ୍‌ । ଆଜି ଓ କାଲି ଦୁଇ ଦିନ ବନ୍ଦ । ସୋମବାର ସକାଳ ୫ଟା ଯାଏ ବଳବତ୍ତର ରହିବ କଟକଣା । ତେବେ ଏହି ଦୁଇ ଦିନ ସକାଳ ୫ରୁ ୬ଟା ଯାଏ ଘଣ୍ଟାଏ କଟକଣା କୋହଳ କରାଯାଇଛି । ସଟଡାଉନ୍‌ ବେଳେ ଜାରି ରହିବ ଅତ୍ୟାବଶ୍ୟକ ସେବା । ଗାଡ଼ିମୋଟର ଚଳାଚଳ,…

ବଲାଙ୍ଗିର ଜିଲ୍ଲା ୪ ଦିନିଆ ସଟ୍‌ଡାଉନ୍, ଆଜିଠୁ ୧୧ ତାରିଖ ଯାଏ ସମ୍ପୂର୍ଣ୍ଣ ତାଲା ବନ୍ଦ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ୪ ଦିନିଆ ସଟ୍‌ଡାଉନ୍‌ ଘୋଷଣା। ଆଜିଠୁ ୧୧ ତାରିଖ ଯାଏ ସମ୍ପୂର୍ଣ୍ଣ ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ, ମଙ୍ଗଳବାର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ। ସମସ୍ତ ଦୋକାନ ବଜାର…

ଆଜିଠୁ ବରଗଡ଼ ଜିଲ୍ଲା ସଟଡାଉନ୍, କରୋନା ପଜିଟିଭ ସଂଖ୍ୟା ବଢିଚାଲିଥିବାରୁ ଅଗଷ୍ଟ ୩ଯାଏ ବଳବତ୍ତର ରହିବ କଟକଣା

ବରଗଡ଼: ଆଜିଠୁ ତିନିଦିନ ପାଇଁ ବରଗଡ଼ ଜିଲ୍ଲା ସଟଡାଉନ ଘୋଷିତ। ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲ୍ଲାକୁ ସଟଡାଉନ ଘୋଷଣା କରିଛନ୍ତି। ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବଢିଚାଲିଥିବାରୁ ଅଗଷ୍ଟ ୩ତାରିଖ ଯାଏ ସଟଡାଉନ ଘୋଷଣା କରାଯାଇଛି। ତେବେ ସକାଳ ୬ଟାକୁ ୯ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ…

ଭଦ୍ରକ ଜିଲ୍ଲାରେ ବଢୁଛି ସଂକ୍ରମଣ, ଆସନ୍ତାକାଲିଠୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବଢୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲି ସକାଳ ୫ଟାରୁ ସୋମବାର ସକାଳ ୫ଟା ଯାଏ ଜିଲ୍ଲାକୁ ସଟଡାଉନ କରିଛନ୍ତି ଜିଲ୍ଲାପାଳ । ଅତି ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ କୁହାଯାଇଛି ।

ଆଜିଠୁ ୨୫ ତାରିଖ ରାତି ୧୦ଟା ଯାଏ ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ସଟଡାଉନ୍

ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ କହ୍ନେଇପୁର ପଞ୍ଚାୟତ ସଟଡାଉନ୍‌ । ଆଜି ଦିନ ୧୨ଟାରୁ ୨୫ ତାରିଖ ରାତି ୧୦ଟା ଯାଏ ସଟଡାଉନ ଘୋଷଣା କଲେ ସରପଞ୍ଚ ସସ୍ମିତା ସାହୁ । କୋଟସାହିରେ ପଜିଟିଭ୍‌ ଚିହ୍ନଟ ପରେ ସଂକ୍ରମଣ ଆଶଙ୍କା କରି ପଞ୍ଚାୟତକୁ ସଟଡାଉନ କରାଯାଇଥିବା ଜଣାପଡିଛି। ସୂଚନା ଥାଉକି,…

ବାଲେଶ୍ୱର: ଆଜିଠୁ ୧୪ ତାରିଖ ଯାଏ ସୋର ଖଇରା ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳ ୪୮ଘଣ୍ଟା ପାଇଁ ସଟଡାଉନ୍

ବାଲେଶ୍ୱର: ୪୮ଘଣ୍ଟା ପାଇଁ ସଟଡାଉନ । ବାଲେଶ୍ୱର ଜିଲ୍ଲା ସୋର ଖଇରା ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳକୁ ସଟଡାଉନ ରଖାଯାଇଛି। ଆଜି ସକାଳ ୬ଟା ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସଟଡାଉନ ରହିବ । ଆଜିଠାରୁ ସୁରତ, ତାମିଲନାଡୁ, ମହାରାଷ୍ଟ୍ର ଓ ବେଙ୍ଗାଲୁରୁରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ…