Browsing Tag

SI in vigilance net

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ପୋଲିସ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ

ଭୁବନେଶ୍ୱର : ପୁଣି ବଦନାମ ମୁଣ୍ଡାଇଲା କମିଶନରେଟ ପୋଲିସ । ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସହିଦନଗର ଥାନା ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ। ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ଗାଡି ଛାଡିବା ପାଇଁ ଲାଞ୍ଚ ନେଉଥିଲେ । ଥାନା ପରିସରରେ ହେଉଥିଲା ଲାଞ୍ଚ କାରବାର ।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର(କେନ୍ୟୁଜ୍): ପୋଲିସ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱର ସହ ୩ଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି । ଭୁବନେଶ୍ୱର ପାଇକନଗରର ୪ ମହଲା…

ଭିଜିଲାନ୍ସ ଜାଲରେ ବାଣିଗୋଚ୍ଛା ଥାନା ଏସଆଇ, ଏକ ଟ୍ରାକ୍ଟରକୁ ରିଲିଜ୍‌ କରିଦେବା ପାଇଁ ନେଉଥିଲେ ୨ହଜାର ଟଙ୍କା ଲାଞ୍ଚ

ନୟାଗଡ଼: ପୁଣି ଭିଜିଲାନ୍ସ ଜାଲରେ ଥାନା ବାବୁ। ମାତ୍ର ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ବାଣି ଗୋଚ୍ଛା ଥାନା ଏସାଇ ଲଳିତ ମୋହନ ପ୍ରଧାନ ସୁଶାନ୍ତ ମୁଦୁଲିଙ୍କ ଟ୍ରାକ୍ଟରକୁ ରିଲିଜ୍‌ କରିଦେବା ପାଇଁ ୬ ହଜାର ଟଙ୍କା ମାଗିଥିଲେ। ମାତ୍ର ୨ ହଜାର…