ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟାପରେ ଏବେ ପରିବାର ସଦସ୍ୟଙ୍କୁ ମିଳିଲା ଜୀବନରୁ ମାରିବାରୁ ଧମକ, ବାପା-ମା’ ଦେଶ ଛାଡ଼ିଥିବା…
ପଞ୍ଜାବୀ ସିଙ୍ଗର ତଥା ର୍ୟାପର ସିଦ୍ଧୁ ମୁସେଓ୍ଵାଲାଙ୍କୁ ନିର୍ମମ ହତ୍ୟା ପରେ ଏବେ ତାଙ୍କ ପରିବାରଙ୍କୁ ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଇତି ମଧ୍ୟରେ ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା-ମା’ ଦେଶ ବାହାରେ ଅଛନ୍ତି ବୋଲି କୁହାଯାଉଛି। ତାଙ୍କ ଜୀବନ ବିପଦରେ ଥିବା କୁହାଯାଉଛି। କିଛି ଦିନ…