Browsing Tag

sikkim

ପୂର୍ବ ସିକ୍କିମରେ ଭୀଷଣ ବରଫ ଝଡ଼, ୬ ମୃତ; ଫସି ରହିଛନ୍ତି ୮୦ରୁ ଅଧିକ

ପୂର୍ବ ସିକ୍କିମର ନାଥୁଲାରେ ସୋମଗୋ ହ୍ରଦ ନିକଟରେ ଭୟଙ୍କର ବରଫ ଝଡ଼ ହୋଇଛି। ଏଥିରେ ୮୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଏହି ବରଫ ଝଡ଼ରେ ୬ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ହଠାତ୍ ଏଠାକାର ଏକ…

ଦେଶର ଏକମାତ୍ର ରାଜ୍ୟରେ ଲୋକ ମାନେ ଦିଅନ୍ତି ନାହିଁ ଟାକ୍ସ, ଜାଣନ୍ତୁ ଏହା ପଛରେ ଥିବା ବଡ କାରଣ

ଇନକମ୍‌ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି। ଆର୍ଥିକ ବର୍ଷ ପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନେଟ୍‌ ଟିକସଯୋଗ୍ୟ ଆୟ ଉପରେ ଏହାର ଗଣନା ହୋଇଥାଏ, ଯାହା ବର୍ଷର ୧ ଏପ୍ରିଲରୁ ଆରମ୍ଭ ହୋଇ…

ସିକ୍କିମ୍‌ ହେଲା ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ; ପ୍ରମାଣ ପତ୍ର ଜାରି କଲା ଲଣ୍ଡନ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍‌

ସିକ୍କିମ୍ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟ ହୋଇଛି। ଯଦିଓ ଅନେକ ମାସ ପୂର୍ବରୁ ଏହା ଏହି ମାନ୍ୟତା ପାଇସାରିଥିଲା, କିନ୍ତୁ ବର୍ତ୍ତମାନ ରାଜ୍ୟକୁ ପ୍ରମାଣ ପତ୍ର ମିଳିଛି। ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ସିକ୍କିମକୁ ବିଶ୍ୱର ପ୍ରଥମ ଜୈବିକ ରାଜ୍ୟର ପ୍ରମାଣପତ୍ର ପ୍ରଦାନ କରିଛି। ସିକ୍କିମକୁ…

ସିକ୍କିମରେ ବଡ଼ ଦୁର୍ଘଟଣା! ଖାଇରେ ଖସିଲା ସେନାର ବସ୍‌, ୧୬ ଯବାନ ସହିଦ

ସିକ୍କିମରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଶୁକ୍ରବାର ସେନାର ଏକ ବସ୍‌ ଗଭୀର ଖାଇ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୧୬ ଜଣ ଆର୍ମି ଯବାନଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପ୍ରବଳ ଜନସମାଗମ ଥିବାବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଦୁର୍ଘଟଣା ଉତ୍ତର ସିକ୍କିମର…

ସିକ୍କିମ୍‌: ନାଇରବି ମାଛିଙ୍କଠାରୁ ୧୦୦ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ବ୍ୟାପିଲା ଭୟଙ୍କର ସଂକ୍ରମଣ; କରାଇବାକୁ…

ପୂର୍ବ ସିକ୍କିମ୍‌ର ଏକ ଇଞ୍ଜିନିୟରିଂ କଲେଜରେ ଭୟଙ୍କର ସଂକ୍ରମଣ ବ୍ୟାପିବା ଖବର ସାମ୍ନାକୁ ଆସିଛି। ଏଠାରେ ନାଇରବି ମାଛି ସଂସ୍ପର୍ଶରେ ଆସି ପାଖାପାଖି ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କଠାରେ ଗୁରୁତର ସ୍କିନ୍‌ ଆଲର୍ଜି ଦେଖାଦେଇଛି। ଏ ନେଇ Sikkim Manipal Institute…