Below header
Browsing Tag

similipal

ଆଜିଠୁ ୪ମାସ ଯାଏ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ(କେନ୍ୟୁଜ): ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ସମସ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଉଛି ଶିମିଳିପାଳ ଅଭୟାରଣ୍ୟ । ବର୍ତ୍ତମାନ ବର୍ଷା ଋତୁର ଆଗମନ ହେତୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରିଛନ୍ତି ଶିମିଳିପାଳ…

ଶିମିଳିପାଳ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ: ୧୨କେଜି ହରିଣ ମାଂସ ସହିତ, ୩ଟି ବନ୍ଧୁକ ଜବତ

କରଞ୍ଜିଆ(କେନ୍ୟୁଜ): ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର କରି ଫେରିବା ସମୟରେ ଧରାପଡିଲେ ଶିକାରୀ । ୩ ଟି ହରିଣକୁ ବନ୍ଧୁକ ସାହଯ୍ୟରେ ଶିକାର କରିଥିଲେ ୪ଜଣ ବ୍ଯକ୍ତି । ଏମାନେ ହେଲେ ଚକ୍ରଧର ଗାଗାରାଇ,କେସେ ହୋ,ବାସୁଦେବ ନାଏକ ,ସୁଦର୍ଶନ ନାଏକ। ଯେଉଁମାନଙ୍କୁ ଗିରଫ କରାଯାଇଛି ।…

ଜଳୁଛି ଶିମିଳିପାଳ ଅଭୟାରଣ୍ୟ : ୭୦୦ ବନ କର୍ମଚାରୀ ନିଆଁ ଲିଭାଇବା ପାଇଁ ନିୟୋଜିତ

କରଞ୍ଜିଆ (କେନ୍ୟୁଜ): ଏସିଆର ଦିତୀୟ ଜୈବ ମଣ୍ଡଳ ଶିମିଳିପାଳ ଏବେ ବିପଦ ସଙ୍କଟରେ । କାରଣ ଆଜି ଚଳିତବର୍ଷ ପ୍ରଥମ ଥର ପାଇଁ ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଆଜି ଉତ୍ତର ଶିମିଳିପାଳର ୪ଟି ପଏଣ୍ଟ ରେ ଲାଗିଛି ନିଆଁ । ଶିମିଳିପାଳରେ ନିଆଁ କୁ ଆୟତ୍ତ କରିବା ବନବିଭାଗ ପାଇଁ ବଡ଼…

ଶିମିଳିପାଳ ସମ୍ପୂର୍ଣ୍ଣ ଅଭୟାରଣ୍ୟ ପାଇବ ଜାତୀୟ ଉଦ୍ୟାନ ମାନ୍ୟତା, କୋର ଏରିଆ ଯମୁନାଗଡରୁ ବିସ୍ଥାପିତ ହେଲେ ୯ଟି…

ମୟୁରଭଞ୍ଜ(କେନ୍ୟୁଜ୍): ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରୁ ବାସିନ୍ଦାଙ୍କୁ ବିସ୍ଥାପିତ କରାଯାଇଛି। ଶିମିଳିପାଳ ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶିମିଳିପାଳ କୋର ଏରିଆ ଯମୁନାଗଡରେ ବାସ କରୁଥିବା ୯ଟି ପରିବାରକୁ ବିସ୍ଥାପିତ କରାଯାଇଛି।…

ପ୍ରବଳ ବର୍ଷା କାରଣରୁ ଆଜି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ

ବାରିପଦା(କେନ୍ଯୁଜ୍): ଆଜି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ। ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଛି। ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପାଇଁ ଅଭୟାରଣ୍ୟ ଭିତରକୁ ପ୍ରବେଶ ବାରଣ କରାଯାଇଛି। କେବଳ ରାତ୍ରୀ ରହଣୀ ପାଇଁ ଅନୁମତି ଦିଆଯାଇଛି।…

ଆଜିଠୁ ଶିମିଳିପାଳରେ ଆରମ୍ଭ ହେଲା କୁମ୍ଭୀର ଗଣନା, ୩ ଦିନ ଧରି ଚାଲିବ ପ୍ରକ୍ରିୟା

ବାରିପଦା(କେନ୍ଯୁଜ୍): ଶିମିଳିପାଳରେ ଆରମ୍ଭ ହେଲା କୁମ୍ଭୀର ଗଣନା। ଶିମିଳିପାଳ ଓ ଶିମିଳିପାଳ ପାଦଦେଶରେ ଥିବା ନଦୀ ଓ ନାଳ ଗୁଡିକରେ କେତେ ଅଛନ୍ତି କୁମ୍ଭୀର ସେନେଇ ୩ ଦିନ ଧରି ଚାଲିବ ଗଣନା କାର୍ଯ୍ୟ। ବିଶେଷକରି ଶିମିଳିପାଳ ପାଦଦେଶରୁ ବାହାରିଥିବା ନଦୀ ଖଇରି, ବୁଢାବଳଙ୍ଗ, ଗଡଖାଇ…

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର: ଶିିମିଳିପାଳ ଅଭୟାରଣ୍ୟକୁ ଆସିଲା ୬ଟି ଟୁରିଷ୍ଟ ବସ୍‌

କରଞ୍ଜିଆ(କେନ୍ଯୁଜ୍): ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ଶିିମିଳିପାଳ ଅଭୟାରଣ୍ୟକୁ ଆସିଲା ୬ଟି ଟୁରିଷ୍ଟ ବସ୍‌ । ଏହି ଗାଡ଼ିରେ ବସି ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ ବୁଲିବା ସହ ପ୍ରକୃତିକୁ ଉପଭୋଗ କରିବେ ପର୍ଯ୍ୟଟକ । ଏହି ମିନି ବସ୍‌କୁ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ୍‌…

ପ୍ରକୃତି ପ୍ରେମୀମାନଙ୍କ ପାଇଁ ଖୁସି ଖବର: ୩ ଦିନ ବ୍ୟବଧାନ ପରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

କରଞ୍ଜିଆ(କେନ୍ଯୁଜ୍): ପ୍ରକୃତି ପ୍ରେମୀ ମାନଙ୍କ ପାଇଁ ଖୁସି ଖବର । ୩ ଦିନ ବ୍ୟବଧାନ ପରେ ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ହେଉଛି ଏସିଆର ଦ୍ୱିତୀୟ ଜୈବ ମଣ୍ଡଳ । ଶିମିଳିପାଳକୁ ପ୍ରତ୍ଯକ ବର୍ଷ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।…

ବାତ୍ୟା ଜଓ୍ଵାଦ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା, ଅଭୟାରଣ୍ୟ ଭିତରେ ଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ

ବାରିପଦା(କେନ୍ଯୁଜ୍): ବାତ୍ୟା ଜଓ୍ଵାଦ ପ୍ରଭାବରେ ଶିମିଳିପାଳରେ ପ୍ରବଳ ବର୍ଷା । ଗତ ୧୨ ଘଣ୍ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟର ଭଞ୍ଜବସାରେ ୧୫ ମିମି ବର୍ଷା ରେକର୍ଡ ହୋଇଛି। ଠାକୁରମୁଣ୍ଡାରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି। ବାତ୍ୟା ଜୱାଦ ପାଇଁ ଦୁଇଦିନ ବନ୍ଦ ରହିଛି ଶିମିଳିପାଳ…

ଆସନ୍ତା ୨୬ରୁ ଶିମିଳିପାଳ ଅଭୟାରଣ୍ୟରେ ହେବ ବାଘ ଗଣନା

କରଞ୍ଜିଆ(କେନ୍ଯୁଜ୍): ଆସନ୍ତା ୨୬ରୁ ଶିମିଳିପାଳ ଅଭୟାରଣ୍ୟରେ ହେବ ବାଘ ଗଣନା । ଏଥିପାଇଁ କରଞ୍ଜିଆ ବନଖଣ୍ଡରେ ବନକର୍ମଚାରୀଙ୍କୁ ତାଲିମ ଦିଆଯାଉଛି। ଶିମିଳିପାଳ ଅଭୟାରଣ୍ୟ ଡେପୁଟି ଡାଇରେକ୍ଟର ଆଜି ବଣସାହିଠାରେ ଥିବା ମେଘା ନର୍ସରୀ ନିକଟରେ ପହଂଚି କର୍ମଚାରୀଙ୍କୁ ତାଲିମ ଦେଇଛନ୍ତି ।…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ସକାଳ ୬ଟାରୁ ୯ଟା ଯାଏ ଟିକେଟ୍‌ ଉପଲବ୍ଧ

ବାରିପଦା(କେନ୍ଯୁଜ୍):ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । କୋଭିଡ୍‌ ପାଇଁ ଗତ ମେ ମାସରୁ ବନ୍ଦ ଥିଲା ଅଭୟାରଣ୍ୟ । ଦୀର୍ଘ ଦିନ ପରେ ଖୋଲିଛି ଶିମିଳିପାଳ । ପ୍ରବେଶ ପାଇଁ ଅନୁମତି ପତ୍ର ବାରିପଦା ପିଠାବଟା ଓ ଯଶିପୁର କାଣିଆଣି ବୁକିଂ କାଉଣ୍ଟାରୁ ନେଇହେବ । ସକାଳ ୬ଟାରୁ…

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ, ପର୍ଯ୍ୟଟକମାନଙ୍କୁ ସାଇକେଲରେ ବୁଲିବାକୁ ଅନୁମତି ମିଳିବ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲାର ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଶିମିଳିପାଳ । ଚଳିତବର୍ଷ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୦୧ ରୁ ଖୋଲିବ । ଏନେଇ ବନ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପର୍ଯ୍ୟଟକଙ୍କ ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟ…