Browsing Tag

simlipal national park

ଶିମିଳିପାଳ ଚନ୍ଦନଚତୁରୀ ନିକଟରୁ ୨ଜଣ ଶିକାରୀଙ୍କୁ କାବୁ କଲା ବନବିଭାଗ: ୨ଟି ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ବାରୁଦ ଜବତ

ବାରିପଦା(କେନ୍ୟୁଜ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ) ଅଧୀନ ପୀଠାବଟା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚନ୍ଦନଚତୁରୀ ନିକଟରୁ ୨ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ରଜ ସଂକ୍ରାନ୍ତି ପୂର୍ବରୁ ରବିବାର ଉଭୟେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ…

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ୨ ଦିନ ଶିମିଳିପାଳ ବନ୍ଦ

ବାରିପଦା(କେନ୍ଯୁଜ୍):ଆସନ୍ତାକାଲିଠୁ ୨ ଦିନ ଶିମିଳିପାଳ ବନ୍ଦ। ପର୍ଯ୍ୟଟକଙ୍କ ପାଇଁ ୪ ଓ ୫ ତାରିଖ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରଖାଯିବ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଶିମିଳିପାଳ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ ଡେପୁଟି…

ଜଳୁଛି ଉତ୍ତର ଶିମିଳିପାଳର ୧୦ଟି ପଏଣ୍ଟ: ନିଆଁ ଲିଭାଇବା ପାଇଁ ବନବିଭାଗ ଓ ଅଗ୍ନିଶମ ବିଭାଗର ଉଦ୍ଯମ ଜାରି

କରଞ୍ଜିଆ: ଏସିଆର ଦ୍ବିତୀୟ ଜୈବମଣ୍ଡଳ ଶିମିଳିପାଳ ଏବେ ବି ବିପଦରେ । ପୁଣି ଥରେ ଜଳୁଛି ଶିମିଳିପାଳ । ଉତ୍ତର କାର୍ଯ୍ୟଳୟ ତରଫରୁ ମିଳିଥିବା ସେଟେଲାଇଟ ରିପୋର୍ଟ ଅନୁସାରେ ଉତ୍ତର ଶିମିଳିପାଳରେ ୧୦ଟି ପଏଣ୍ଟରେ ନିଆଁ ଲାଗିଛି । କେନ୍ଦୁମୁଣ୍ଡି, ଚହଳା ରେଞ୍ଜରେ ନିଆଁ ଲାଗିଥିବା ସୂଚନା ମିଳିଛି…

ଶିମିଳିପାଳ ପରିଦର୍ଶନ କରି ଫେରିଲେ କେନ୍ଦ୍ରୀୟ ଟିମ୍, ବନାଗ୍ନି ଦ୍ୱାରା କୌଣସି ବନ୍ୟପ୍ରାଣୀ ପ୍ରଭାବିତ ହୋଇ ନଥିବା…

କରଞ୍ଜିଆ: ଶିମିଳିପାଳ ପରିଦର୍ଶନ କରି ଫେରିଲେ କେନ୍ଦ୍ରୀୟ ଟିମ୍‌। ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ପରିଦର୍ଶନ କରି ଠାକୁରମୁଣ୍ଡା ଠାରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ପରେ ଗୁଡୁଗୁଡିଆ ଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ମଧ୍ୟ ଆଲୋଚନା କରିଛି ସେଣ୍ଟ୍ରାଲ ଟିମ୍‌।…

ଆଜି ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

କରଞ୍ଜିଆ: ପର୍ଯ୍ୟଟକ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ । ଲଘୁଚାପ ପାଇଁ ଗତକାଲିଠାରୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେବା ସହ ବର୍ଷା ହେଉଛି। ବିଶେଷ କରି ଶିମିଳିପାଳ ଅଭୟାରଣ୍ୟରେ ବର୍ଷା ଅଧିକ ହେବା ଯୋଗୁ ଆଜି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଛି। କେବଳ…

ଶିମିଳିପାଳ ଅଭୟାରଣ୍ୟରେ ବୁଲୁଛି ବିରଳ ରୟାଲ୍ ବେଙ୍ଗଲ୍ ଟାଇଗର! ଭାଇରାଲ୍ ହେଉଛି ଭିଡିଓ

କରଞ୍ଜିଆ :  ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଦେଶ ବିଦେଶରେ ବନ୍ୟଜନ୍ତୁ ଓ ଜଳପ୍ରପାତ ପାଇଁ ବେଶ ସୁନାମ ରହିଛି । ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯିବାକୁ ଏବେ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯାଉଛି । ତେବେ କିଛି ଦିନ ହେବ ଜଶିପୁର ଅଞ୍ଚଳରେ ଭାଇରାଲ୍ ହେବାରେ ଲାଗିଛି ଏକ…

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ, ସକାଳ ୬ଟାରୁ ୯ଟା ମଧ୍ୟରେ ଖୋଲା ରହିବ ବୁକିଂ କାଉଣ୍ଟର

ମୟୁରଭଞ୍ଜ: ନଭେମ୍ବର ୧ ତାରିଖରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ । ବାରିପଦା ପିଠାବଟା ଗେଟ୍‌ ପଟୁ ପ୍ରଥମେ ପହଞ୍ଚିଥିବା ୨୫ଟି ଗାଡି ପ୍ରବେଶ କରିପାରିବ । ସେହିପରି ଯଶିପୁରର କଳିଆଣି ପଟୁ ସର୍ବାଧିକ ୩୫ଟି ଗାଡିକୁ ଅନୁମତି ଦିଆଯିବ । ପ୍ରତିଦିନ ସକାଳ ୬ଟାରୁ ୯ଟା ମଧ୍ୟରେ ବୁକିଂ…