ଲୁଟ ବିସ୍ଫୋରକର ସନ୍ଧାନ କରିବ ଏସଆଇଟି, ଓଡ଼ିଶା-ଝାଡ଼ଖଣ୍ଡ-ଛତିଶଗଡ଼ ସୀମାରେ ହାଇ ଆଲର୍ଟ
ଲୁଟ ବିସ୍ଫୋରକର ସନ୍ଧାନ କରିବ ଏସଆଇଟି । ସୁନ୍ଦରଗଡ଼ ବଣାଇ ଅଞ୍ଚଳରୁ ଲୁଟ୍ ବିସ୍ଫୋରକ ମାମଲାରେ ଗଠନ ହେଲା ଏସଆଇଟି। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଏସଆଇଟି ଗଠନ ହୋଇଛି । ବିସ୍ଫୋରକ କୁଆଡ଼େ ଗଲା, କେଉଁଠି ଅଛି, ତାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି । ବିସ୍ଫୋରକ ଗୋଦାମ ମାଲିକ ଏବଂ…