Browsing Tag

skin problem

କେଶ ଏବଂ ତ୍ୱଚା ସହିତ ଜଡିତ ସବୁ ସମସ୍ୟା ଦୂର କରିବ ସେବତୀ, ମାଂସପେଶୀ ଯନ୍ତ୍ରଣା ପାଇଁ ମଧ୍ୟ ଲାଭକାରୀ

ସେବତୀ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ। ଏହା ଦେଖିବାକୁ ଗେଣ୍ଡୁଫୁଲ ଭଳି। ଏହାକୁ ଆପଣ ନିଶ୍ଚିତ ଦେଖିଥିବେ। ଏହାର ଅନେକ ଉପକାରୀ ଗୁଣ ଏବଂ ଫାଇଦା ରହିଛି। ଏହି ଫୁଲକୁ ସ୍କିନରେ ବାହାରୁଥିବା ବ୍ରଣ ଏବଂ ଡ୍ରାଏ ସ୍କିନରେ ଲଗାଇଲେ ଫାଇଦା ମିଳିଥାଏ। ଏହା ସହିତ ସେବତୀ ମଧ୍ୟ କେଶ ପାଇଁ…

ସ୍କିନରେ ଏହି ସମସ୍ୟା ଥିଲେ ଖେଳନ୍ତୁ ନାହିଁ ହୋଲି, ହୋଇପାରେ ବଡ଼ ସମସ୍ୟା

ରଙ୍ଗର ପର୍ବ ହୋଲି। ଛୋଟରୁ ଆରମ୍ଭ କରି ବଡ ଏବଂ ସବୁ ଧର୍ମର ଲୋକ ଏହି ପର୍ବକୁ ପାଳନ କରିଥାନ୍ତି। ବର୍ତ୍ତମାନ ଯୁଗ ବଦଳିବା ସହ ବଦଳିଛି ଫଗୁ ବା ରଙ୍ଗ। ସାଧାରଣତଃ ହୋଲିରେ ବ୍ୟବହାର ହୋଇଥିବା ରଙ୍ଗ ଆପଣଙ୍କ ମନପସନ୍ଦ ପୋଷାକକୁ ଖରାପ କରି ଦେଇଥାଏ। ଯାହା ଆପଣଙ୍କ ହୋଲିର ମଜାକୁ ଖରାପ କରି…

ଗୋଟିଏ ରସୁଣ ଦୂର କରି ଦେବ ଆପଣଙ୍କର ସବୁ ତ୍ୱଚା ସମସ୍ୟା; ଏମିତି ଉପାୟରେ କରନ୍ତୁ ବ୍ୟବହାର

ଆଜିକା ସମୟରେ ଲୋକମାନେ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସବୁ କାରଣରୁ ଲୋକଙ୍କୁ ଲଜ୍ଜାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ୁଛି। ଏମିତିରେ ରୋଷେଇ ଘରେ ଦରକାର ପଡ଼ୁଥିବା ରସୁଣ ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ରସୁଣ ଭିତରେ ଏମିତି ଅନେକ ଗୁଣ ଭରି ରହିଛି,…

ମାଢି ଫୁଲିବା ଏବଂ ପାଟି ଘା ସମସ୍ୟା ଦୂର କରେ ଡାଳିମ୍ବ ଚୋପା ପାଉଡର, ଜାଣନ୍ତୁ ଆଉ କ’ଣ ଦିଏ ଫାଇଦା

ଡାଳିମ୍ବ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ତାହା ଆମେ ଜାଣିଛେ। ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହେତୁ ଡାଳିମ୍ବକୁ ଡାଳିମ୍ୱକୁ ସୁପରଫୁଡ୍‌ ବୋଲି କୁହାଯାଇଥାଏ। ଏହା ବ୍ୟତୀତ ଡାଳିମ୍ୱରେ ଫାଇବର୍, ଭିଟାମିନ୍ କେ, ସି, ବି, ଆଇରନ୍, ପୋଟାସିୟମ୍, ଜିଙ୍କ୍ ଓ ଓମେଗା-୬ ଫ୍ୟାଟି ଏସିଡ୍ ମଧ୍ୟ…

ହାତରୁ ଫିକା ପଡ଼ିଯାଇଥିବା ମେହେନ୍ଦି ଛଡ଼ାଇବାକୁ ଚାହୁଁଛନ୍ତି କି, ଜାଣି ରଖନ୍ତୁ ଏହି ୭ଟି ସହଜ ଉପାୟ

ସବୁ ମହିଳାଙ୍କୁ ମେହେନ୍ଦିର ଗାଢ଼ ରଙ୍ଗ ପସନ୍ଦ ଆସିଥାଏ। ଯଦି ହାତରେ ମେହେନ୍ଦି ରଙ୍ଗ ଫିକା ପଡ଼ିଯାଏ, ତା’ହେଲେ ଅନେକ ମହିଳା ଏହାକୁ ଜଲ୍‌ଦି ଛଡ଼ାଇ ଦେବାକୁ ଚାହାଁନ୍ତି। ଆଜି ଆମେ ଆପଣଙ୍କୁ ମେହେନ୍ଦିର ଫିକା ରଙ୍ଗ ହାତରୁ ଛଡ଼ାଇବା ପାଇଁ କିଛି ସୁରକ୍ଷିତ ଉପାୟ ବତାଇବାକୁ ଯାଉଛୁ। -ଲେମ୍ବୁରେ…

ଆପଣଙ୍କ ରୁକ୍ଷ ତ୍ୱଚା ପାଇଁ ସାଙ୍ଗ ଆଗରେ ଲାଜ ଲାଗୁଛି କି? ଚିନ୍ତା ନ କରି ଆପଣାନ୍ତୁ ଏହି ୩ଟି ଜିନିଷ

ଧୀରେ ଧୀରେ ପାଗ ପରିବର୍ତ୍ତନ ହେବାରେ ଲାଗିଛି। କିନ୍ତୁ ମନେ ରଖନ୍ତୁ, ଋତୁ ଯାହାବି ହେଉ, ତ୍ୱଚାର ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ। କାରଣ, ସବୁ ଋତୁରେ ତ୍ୱଚାର ଅଲଗା ଅଲଗା ସମସ୍ୟା ଦେଖାଦେଇଥାଏ। କିଛି ଲୋକଙ୍କଠାରେ ଗରମ ଏବଂ ଶୀତ ଦିନେ ତ୍ୱଚାରେ ରୁକ୍ଷପଣ ଆସିଥାଏ। ଯଦି ଆପଣ ଏହି ପ୍ରକାର…