Browsing Tag

smriti mandhana

ମହିଳା ଟି-୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ ଦଳକୁ ଫେରିଲେ ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା

ଭାରତୀୟ ମହିଳା କ୍ରିକେଟ ଟିମ୍‌ ଟି-୨୦ ବିଶ୍ୱକପରେ ଆଜି ୱେଷ୍ଟଇଣ୍ଡିଜ ସହିତ ମୁହାଁମୁହିଁ ହେବ । କେପଟାଉନରେ ମ୍ୟାଚ ଖେଳାଯିବ । ଆଉ ଏହି ମ୍ୟାଚ ପାଇଁ ଟିମକୁ ଫେରିଛନ୍ତି ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା । ଆଜିର ମ୍ୟାଚ ଖେଳିବେ ବୋଲି ଟିମର କୋଚ୍‌ କହିଛନ୍ତି । ଆଙ୍ଗୁଠିରେ ଆଘାତ ଯୋଗୁଁ…

ମହିଳା ପ୍ରିମିୟର ଲିଗ୍‌ : ୫୯.୫୦ କୋଟି ଟଙ୍କାରେ ବିକ୍ରି ହେଲେ ୮୭ ଖେଳାଳି, ସ୍ମୃତି ସବୁଠୁ ମହଙ୍ଗା

ମହିଳା ପ୍ରିମିୟର ଲିଗ୍‌(WPL) ନିଲାମୀ ହୋଇଥିଲା। ନିଲାମୀରେ ୪୦୯ ଜଣ ଖେଳାଳିଙ୍କ ମଧ୍ୟରୁ ୨୦୯ ଜଣ ଭାରତୀୟ ଏବଂ ୧୬୩ ଜଣ ବିଦେଶୀ ଖେଳାଳି ନିଲାମ ହୋଇଛନ୍ତି । ପ୍ରଥମ ସଂସ୍କରଣ ପାଇଁ ୫ଟି ଦଳ ନିଲାମୀ ମାଧ୍ୟମରେ ମୋଟ ୮୯ ଜଣ ଖେଳାଳିଙ୍କୁ କିଣିଛନ୍ତି। ୫ ଦଳ ମୋଟ ୫୯.୫୦ କୋଟି ଟଙ୍କା ଖର୍ଚ୍ଚ…

WPL ନିଲାମୀ : ସ୍ମୃତି ମନ୍ଧାନାଙ୍କୁ ୩.୪୦ କୋଟିରେ କିଣିଲା ଆରସିବି, ହରମନପ୍ରୀତଙ୍କୁ ୧.୮ କୋଟିରେ ନେଲା ମୁମ୍ବାଇ

ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଥିବା ମହିଳା ଆଇପିଏଲ୍‌ ପାଇଁ ନିଲାମୀ ଆରମ୍ଭ ହୋଇଯାଇଛି । ବିସିସିଆଇ ନିଲାମୀ ପାଇଁ ୪୪୮ ଜଣ ଖେଳାଳିଙ୍କୁ ସର୍ଟଲିଷ୍ଟ କରିଛି। ଯେଉଁଥିରେ ୨୭୦ ଜଣ ଭାରତୀୟ ଖେଳାଳି ସାମିଲ ରହିଛନ୍ତି । ତେବେ ଆଜି ନିଲାମୀରେ ପ୍ରଥମ ଖେଳାଳି ଭାବେ ଭାରତର ଷ୍ଟାର…

‘ଗାଡିରେ ପେଟ୍ରୋଲ ନାହିଁ ତଥାପି ତୁମକୁ ଦେଖିବାକୁ ଆସିଛି’, ସ୍ମୃତି ମନ୍ଧାନାଙ୍କ ପାଇଁ ଫ୍ୟାନ୍‌ ଲେଖିଲେ ଏମିତି…

ଭାରତୀୟ ମହିଳା କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଦ୍ୱିତୀୟ ମ୍ୟାଚକୁ ଜିତିନେଇଛି। ଦ୍ୱିତୀୟ ମୁକାବିଲାରେ ଶ୍ରୀଲଙ୍କାକୁ ପାଞ୍ଚ ୱିକେଟରେ ହରାଇ ସିରିଜ ନିଜ ନାମରେ କରି ନେଇଛି । ଟିମ୍‌ ବିଜୟରେ ସ୍ମୃତି ମନ୍ଧାନା ଏବଂ ଅଧିନାୟକ ହରମନପ୍ରୀତ କୌରଙ୍କୁ ବେଶ୍‌ ପ୍ରଂଶସା…

ସ୍ମୃତି ମନ୍ଧାନାଙ୍କୁ ମହିଳା କ୍ରିକେଟର ଅଫ୍ ଦ ଇୟର ଭାବେ ଘୋଷଣା କଲା ICC

ଭାରତୀୟ ମହିଳା କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କୁ ଆଇସିସି ପକ୍ଷରୁ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ମହିଳା ଦଳର ଓପନର ସ୍ମୃତି ମନ୍ଧାନାଙ୍କ ନାମ ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ଘୋଷଣା କରାଯାଇଛି । ୨୦୨୧ ବର୍ଷ ପାଇଁ ସ୍ମୃତିଙ୍କୁ…

କରୋନା ଟିକାର ପ୍ରଥମ ଡୋଜ୍ ନେଲେ ଯଶପ୍ରୀତ ବୁମରାହ ଓ ସ୍ମୃତି ମନ୍ଦାନା

ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ଓ ମହିଳା ଟିମର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଦାନା କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ସେହିପରି କ୍ରିକେଟର ଦିନେଶ କାର୍ତ୍ତିକ ମଧ୍ୟ କରୋନା ଟିକା ନେଇଛନ୍ତି। ଏହି ୩ ଖେଳାଳି ନିଜ ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରି ଅନ୍ୟମାନଙ୍କୁ…