Browsing Tag

snake visual

ପୁରୀ ଜିଲ୍ଲା କଣାସ ବ୍ଲକ ଗଡ ବଳଭଦ୍ରପୁର ଗାଁ ରେ ବନ୍ୟା ପାଣିରୁ ଧରୁଥିଲେ ମାଛ , କିନ୍ତୁ ଜାଲରେ ପଡିଲା ମାଳ ମାଳ ସାପ

ସୁ ସୁ ହୋଇ ମାଡ଼ି ଚାଲିଛି ବଢ଼ିପାଣି । କେଉଁଠି କରାଳ ରୂପ ନେଇ ନଈରେ ଚାଲିଛି, ତ କେଉଁଠି ଘାଇ ଭାଙ୍ଗି, ବନ୍ଧ ଡେଇଁ ଗାଁ ଗାଁରେ ପଶିଲାଣି। ଅନେକ ଯୋଗାଯୋଗ ବିଚ୍ଛିନ୍ନ ହେଲାଣି। ଭୟ ମାଡ଼ି ବସିଲାଣି ଲୋକମାନେ ଏବେ କରିବେ କଣ । ପ୍ରବଳ ବର୍ଷା ପରେ ମହାନଦୀ ଫୁଲିବା ପରଠୁ ପୁରୀ ଜିଲ୍ଲା ମଧ୍ୟ…

ଚେତା ହରାଇ ପଡିଥିଲା ନାଗ, ପାଟିରେ ପାଇପ ପୁରାଇ ଏମିତି ଜୀବନ ବଞ୍ଚାଇଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ

ମାଲକାନଗିରି : ସାପର ଜୀବନ ବଞ୍ଚାଇଲେ ସ୍ନେକ ହେଲ୍‌ପ ଲାଇନ ସଦସ୍ୟ। ସାପଟି ଅଚେତ ହୋଇ ପଡିଥିଲା। ଛୋଟ ପାଇପକୁ ସାପର ପାଟିରେ ପୁରାଇ ଫୁଙ୍କିଥିଲେ ସ୍ନେକ ହେଲପ୍‌ ଲାଇନ ସଦସ୍ୟ। ବହୁ ସମୟ ଧରି ଫୁଙ୍କିବା ପରେ, ସାମାନ୍ୟ ହଲଚଲ ଦେଖିବାକୁ ମିଳିଥିଲା। ଏହାପରେ ସାପଟି ସଂପୂର୍ଣ୍ଣ ଠିକ…