Browsing Tag

social distance

ମାର୍କେଟ୍ ବିଲଡିଂ ସିଲ୍ ହେଲା ବୋଲି ସ୍ୱାଗତ ବାବୁଙ୍କ ଘରେ ଝଗଡ଼ା ଲାଗିଲା କାହିଁକି ?

ଆଜ୍ଞା ! ଆମ ସରକାର କେତେବେଳ କଣ କରୁଛନ୍ତି ତାକୁ ଜାଣିବା ମୁସ୍କିଲ । ଜୁନ୍ ମାସରେ ଅନ୍‌ଲକ୍ ୧-୦ରେ ପ୍ରତି ଶନିବାର ରବିବାରକୁ ସଟ୍ ଡାଉନ୍ ଘୋଷଣା କଲେ । ରାତି ୭ରୁ ଭୋର ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କଲେ । ପୁଣି କଣ ମନକୁ ଆସିଲା କେଜାଣି ଲୋକଙ୍କ କଥା ଭାବି ସଜବାଜ ଆଗ ଦିନ ଅର୍ଥାତ୍ ଆଜି…

ସାମାଜିକ ଦୂରତା ଉଲ୍ଲଂଘନକୁ ରୋକି ପାରିବ ଏହି ଡିଭାଇସ, ଜାଣନ୍ତୁ ଓଡିଶା ଇଞ୍ଜିନିୟରଙ୍କ ଏହି ଆବିଷ୍କାର ବିଷୟରେ

କରୋନାରୁ ମୁକ୍ତି ପାଇଁ ଏପର୍ଯ୍ୟନ୍ତ କୋୖଣସି ନିର୍ଦିଷ୍ଟ ଔଷଧ ବାହାରି ନାହିଁ।ଏଭଳି ସ୍ଥିତିରେ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ସହିତ ସାନିଟାଇଜେସନ ହିଁ ଏକ ମାତ୍ର ଉପାୟ ରହିଛି। ଏଦିଗରେ ଇଂଜିନିୟର ଅଭିଷେକ ସ୍ବାଇଁଙ୍କ ଡିଭାଇସ ବେଶ ସହାୟକ ହୋଇ ପାରିବା ନେଇ…

ଢେଙ୍କାନାଳରେ ସାମାଜିକ ଦୂରତା ନରଖି ସିଲ୍ ହେଲା ଦୋକାନ, ଦୋକାନୀଙ୍କୁ ଗିରଫ କଲା ପୋଲିସ୍

ଢେଙ୍କାନାଳ: ସାମାଜିକ ଦୂରତା ନରଖି ସିଲ ହେଲା ଦୋକାନ । ଦୋକାନୀଙ୍କ ବିରୋଧରେ ମାମଲା ରୁଜୁ ସହ ଦୋକାନ ସିଲ କରାଯାଇଛି। ଲକଡାଉନ ବେଳେ ଢେଙ୍କାନାଳରେ ନିୟମକୁ କଡ଼ାକଡ଼ା ପାଳନ କରାଯାଉଛି। ତେବେ ସରକାରୀ ନିୟମର ଉଲ୍ଲଙ୍ଘନ କରିବାରୁ ମୀନାବଜାର ଠାରେ ସ୍ମାର୍ଟ ଚଏସ ନାମକ ଏକ ଷ୍ଟେସନାରୀ ଦୋକାନକୁ…

ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ ନବ ଦମ୍ପତି

ଢେଙ୍କାନାଳ: ମୁହଁରେ ମାସ୍କ ପିନ୍ଧି ହେଲା ନିଆରା ବିବାହ। ନା ଅଛି ପ୍ରସେସନ୍‌, ନା ଅଛି ରୋଷଣୀ, ନା ବାଜିଛି ବାଜା , ନା ଅଛି ଚାକ୍ୟଚକ୍ୟ । ସଂପୂର୍ଣ୍ଣ ସାମାଜିକ ଦୂରତ୍ୱ ରଖି ବିବାହ କାର୍ଯ୍ୟ ସଂପାଦିତ ହୋଇଛି। ବେଦିରେ ବସିଛନ୍ତି କେବଳ ବର, କନ୍ୟା ଓ ବ୍ରାହ୍ମଣ। ଢେଙ୍କାନାଳ ଜିଲ୍ଲା…

ରମଜାନ୍ ପାଇଁ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ୍ ଡିଜି ଅଭୟ

ଭୁବନେଶ୍ବର: ରମଜାନ୍ ପାଇଁ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୋଲିସ୍ ଡିଜି ଅଭୟ । ଏହି ପବିତ୍ର ମାସ ହେଉଛି ଦୟା,କ୍ଷମା ଓ ମାନବିକତାର ମାସ। କରୋନା ପରିସ୍ଥିତି ଯୋଗୁଁ ସାମାଜିକ ଦୂରତା ରକ୍ଷା କରିବା ସହିତ ରିତୀନିତୀରେ ପବିତ୍ର ରମଜାନ୍ ପାଳନ କରିବାକୁ ସେ ଆହ୍ବାନ କରିଛନ୍ତି ।…