Browsing Tag

sodasha upachar puja in maa biraja pitha

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଦିନ, କରୋନା କଟକଣା ମଧ୍ୟରେ ଚାଲିଛି ରୀତିନୀତି

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ଵନକ୍ଷତ୍ର ଦିବସ। ପରମ୍ପରା ଅନୁଯାୟୀ, ଆଜି ବଡି ଭୋରରୁ ମାଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଭୋର ୪.୩୦ ମିନିଟ୍‌ରେ ନିତ୍ୟସ୍ନାନ, ବେଶ କାର୍ଯ୍ୟ ସରିବା ପରେ ୭.୦୨ ମିନିଟ୍ ପରେ ଦେବୀଙ୍କୁ…

ଆଜିଠୁ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର ଟାଉନ(କେନ୍ୟୁଜ୍‌) : ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ହେଲାଣି ଚଳଚଂଚଳ । ମା’ ଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି…