Browsing Tag

SOP

ଆନ୍ଧ୍ର ପ୍ରଦେଶ କୁର୍ନୁଲ ବସ ଟ୍ରାଜେଡି ଘଟଣା, ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ହେଲା SOP

ଆନ୍ଧ୍ର ପ୍ରଦେଶ କୁର୍ନୁଲ ବସ ଟ୍ରାଜେଡି ପରେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ହେଲା SOP  ।  ଆସନ୍ତା ୩ ମାସ ମଧ୍ୟରେ ବସରେ ଥିବା ତ୍ରୁଟିକୁ ଖୋଜି ବାହାର କରାଯିବା । ୪ସପ୍ତାହ ମଧ୍ୟରେ ବସ ଷ୍ଟାଣ୍ଡ ଗୁଡ଼ିକରେ ସଚେତନା ତାଲିମ ଦିଆଯିବ । ବସ୍ ମାଳିକମାନେ ପର୍ଯ୍ୟାପ୍ତ ଅଗ୍ନି ନିରାପତ୍ତା…

ରାଜ୍ୟରେ ପାର୍ଟ ପ୍ଲଟ୍‌ ପଞ୍ଜୀକରଣ ପାଇଁ ଜାରି ହେଲା SOP, ଚାରିଟି ଦିଗ ଉପରେ ଫୋକସ

ଭୁବନେଶ୍ୱର : ପାର୍ଟ ପ୍ଲଟ ପଞ୍ଜିକରଣ ପାଇଁ ଏସଓପି ଜାରି । ନିର୍ଦ୍ଦେଶାବଳୀ ଜାରି କଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଓଡ଼ିଶା ସରକାର ପାର୍ଟ ପ୍ଲଟ ପଞ୍ଜୀକରଣକୁ ସରଳ କରିବା ପାଇଁ ନୂଆ SOP ଜାରି କରିଛନ୍ତି । ଏଥିରେ ମୁଖ୍ୟତଃ ଚାରିଟି ଦିଗ ଉପରେ ଫୋକସ କରାଯାଇଛି । …

ରାଜ୍ୟରେ ନିଯୁକ୍ତି ପରୀକ୍ଷା ପାଇଁ ଏସଓପି, ଏଆଇ ଜରିଆରେ କରାଯିବ ତଦାରଖ

ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତି ପରୀକ୍ଷା ପାଇଁ ଆସିଲା ଏସଓପି । ଏଆଇ ଜରିଆରେ ପରୀକ୍ଷା ପରିଚାଳନାର ତଦାରଖ କରାଯିବ । ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟ ବିଭ୍ରାଟ ରୋକିବାକୁ ଜାରି ହୋଇଛି ମାର୍ଗଦର୍ଶିକା । ନୂଆ ଗାଇଡ ଲାଇନ ମୁତାବକ ସମସ୍ତ ପ୍ରଶ୍ନ ପତ୍ର ସରକାରୀ ସ୍ବୀକୃ ପ୍ରାପ୍ତ ପ୍ରେସରେ ମୁଦ୍ରଣ…

ଟ୍ରାଫିକ୍ ରୁଲ୍ ଭଙ୍ଗ କରୁଥିବା ଲୋକଙ୍କ ପାଇଁ କଡ଼ା ନିୟମ, ସରକାର ଜାରି କଲେ ନୂତନ SOP

ଟ୍ରାଫିକ୍ ରୁଲ୍ ଭଙ୍ଗ କରୁଥିବା ଲୋକଙ୍କୁ ରୋକିବା ପାଇଁ କେନ୍ଦ୍ର ସରକାର୍ ଏକ ନୂଆ ଉପାୟ ବାହାର କରିଛନ୍ତି । ଏବେ ଟ୍ରାଫିକ୍ ପୋଲିସ୍ ଅଟୋମେଟିକ୍ ଭାବରେ କାମ କରୁଥିବା କ୍ୟମେରା ମାଧ୍ୟମରେ ଚାଲାଣ ଜାରି କରିବେ । ଏଥିପାଇଁ ସରକାର କିଛି ନୂଆ SOP ନିଷ୍ପତ୍ତି ନେଇଛନ୍ତି । ନୂଆ ନିୟମ ଅନୁଯାୟୀ…

୧୪ରେ ରତ୍ନଭଣ୍ଡାର ଖୋଲିବାକୁ ସହମତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା

ପୁରୀ : ଆସନ୍ତା ୧୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଅପେକ୍ଷା ରହିଛି ସରକାରଙ୍କ ନିର୍ଦ୍ଦେଶକୁ। ରତ୍ନଭଣ୍ଡାର ଯାଞ୍ଚ କମିଟି ଯେଉଁ ପ୍ରସ୍ତାବ ଦେଇଥଲା, ଶ୍ରୀମନ୍ଦିର ପରିଚାଳନା କମିଟି ସେଥିରେ ମୋହର ମାରିଛି । ସର୍ବସମ୍ମତିକ୍ରମେ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ…

ଅତିକ୍‌-ଅଶରଫ୍‌ ହତ୍ୟାକାଣ୍ଡ ପରେ ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହେବ…

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌ଙ୍କ ହତ୍ୟା ପରେ କେନ୍ଦ୍ର ସରକାର ଆଲର୍ଟ ମୋଡ୍‌ରେ ଅଛନ୍ତି। ପୋଲିସ ହେପାଜତରେ ଅତିକ୍‌ ଅହମ୍ମଦଙ୍କୁ ଆକ୍ରମଣ କରିଥିବା ତିନି ଯୁବକ ଗଣମାଧ୍ୟମ ପ୍ରତିନିଧି ଭାବରେ ଭିଡ଼ ଭିତରେ ପଶିଥିଲେ। ଅତିକ୍‌ଙ୍କୁ ହତ୍ୟା ପରେ ଏବେ…

ପ୍ଲସ୍ ଟୁ ଆଡମିଟ କାର୍ଡ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏସ୍ଓପି ଜାରି, ଏମିତି କରିବେ ଡାଉନଲୋଡ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଯୁକ୍ତ ଦୁଇ ପ୍ରାକ୍ଟିକାଲ ରେକର୍ଡ ସଂଗ୍ରହ ଓ ଆଡମିଟ କାର୍ଡ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ଏସ୍ଓପି । ଆସନ୍ତା ୨୫ ତାରିଖରୁ SAMS ୱେବସାଇଟରୁ ଛାତ୍ରଛାତ୍ରୀମାନେ ଆଡମିଟ୍…

କରୋନା ୨.୦ କୁ ନେଇ ତତ୍ପର କେନ୍ଦ୍ର, ବିମାନ ଯାତ୍ରୀଙ୍କ ପାଇଁ ସରକାର ଜାରି କଲେ ନୂଆ SOP, ଜାଣନ୍ତୁ ଡିଟେଲ୍ସ

ଭାରତ ସରକାର ୟୁକେରୁ ଭାରତ ଫେରୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ନୂଆ ଏସଓପି ଜାରି କରିଛନ୍ତି। ସରକାରଙ୍କ କହିବା ହେଲା, ୟୁକେରୁ ଭାରତ ଫେରିଲେ ଏୟାରପୋର୍ଟରେ ଯାତ୍ରୀମାନଙ୍କର RT-PCR ଟେଷ୍ଟ କରାଯିବ। ଏହି ସମୟରେ ଯେଉଁ ଲୋକ କରୋନା ଭାଇରସର ନୂଆ ଭେରିଏଣ୍ଟରୁ ସଂକ୍ରମିତ ମିଳିବେ, ତାଙ୍କୁ…

ଆଂଶିକ ଭାବେ ସ୍କୁଲ କଲେଜ ଖୋଲିବା ପାଇଁ ଏସଓପି ଜାରି, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଆଂଶିକ ଭାବେ ସ୍କୁଲ କଲେଜ ଖୋଲିବା ପାଇଁ ଏସଓପି ଜାରି କରିଛନ୍ତି । ଆସନ୍ତା ୨୧ ତାରିଖରୁ ସ୍ୱେଚ୍ଛାକୃତ ଭାବେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆଂଶିକ ଭାବେ ସ୍କୁଲ କଲେଜ ଖୋଲିବା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି । ତେବେ ସ୍କୁଲ ଆସିବା ପାଇଁ ପିଲାଙ୍କୁ ବାଧ୍ୟ…