Browsing Tag

soul revels its murder mystery

ଆଠଗଡରେ ଚାଞ୍ଚଲ୍ଯ: ପରିବାର ଲୋକ କହୁଛନ୍ତି ଆତ୍ମହତ୍ୟା, କିନ୍ତୁ ପ୍ରେତାତ୍ମା କହୁଛି ହତ୍ୟା

ଆଠଗଡ: ପରିବାର ଲୋକେ କହୁଛନ୍ତି ଆତ୍ମହତ୍ୟା କିନ୍ତୁ ପ୍ରେତାତ୍ମା କହୁଛି ହତ୍ୟା। କଥାଟା ଆଶ୍ଚର୍ଯ୍ୟ ଲାଗୁଥଲେ ବି ସତ। ଏମିତି ଏକ ଘଟଣା ଘଟିଛି ଆଠଗଡ ବ୍ଳକ ଅନ୍ତର୍ଗତ ମଞ୍ଚେଶ୍ୱର ପଂଚାୟତ ମଞ୍ଚେଶ୍ୱର ଗାଁ କୈଇବର୍ତ୍ତ ସାହିରେ। ଘଟଣା ଅନୁଯାୟୀ, ସେହି ସାହିର ୩୧ ବର୍ଷିୟ ସୁଧାକର ଦାଶଙ୍କ ମଝିଆ…